ଉମରକୋଟ ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଠାରେ ପ୍ରାକ ଦଶହରା ପାଳିତ…..

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରିଗୁଡ। ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ଐତି ହାସିକ ପୀଠ ପୋଡ଼ାଗଡ ଠାରେ ପାରମ୍ପରିକ ପ୍ରାକ୍ ଦଶହରା ଉତ୍ସବ ମହା ଆଡ଼ମ୍ବରରେ ଆଜି ପାଳିତ ହୋଇଯାଇଛି। ଏହି ଉତ୍ସବ ପରମ୍ପରା ବହୁ ପୁରାତନ କାଳରୁ ଚାଲି ଆସିଛି। ଏଠାରେ ପଞ୍ଚମ ଶତାବ୍ଦୀର ନଳ ରାଜାଙ୍କ ଶାସନ କାଳରୁ ତାଙ୍କ ଇଷ୍ଟ ଦେବୀ ଗାଦିମା, ବିର୍ ନାରାୟଣୀ ଗୁଣ୍ଡୁରୁ, ଭୈରବ ମଣ୍ଡଳ, ଭୀମା ଜଟିଆ ରାଓ, ଚୁଟକି ମାଉଲି, ବୁଟକି ମାଉଲି ମନ୍ଦିରରେ ୯୩ ମୌଜାର ରଇତ ପୂଜାରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ପୂଜକ କୃଷ୍ଣ ପୂଜାରୀ ଓ ବିଂଝାଲ ପୂଜାରୀଙ୍କ ସମେତ ପାର୍ଗଣିଆ ମାଝୀ ମହେନ୍ଦ୍ର ମାଝୀ ,ପର୍ଗନିଆ ଗଣ୍ଡା, ବଳ ଗଣ୍ଡା ,ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ସଭାପତି ଉଦ୍ଧବ ଚରଣ ନାୟକ ଓ ମୁଖ୍ୟ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା, ଦେବ ପୂଜାରୀ, ହରି ଶିରା, ଦସ୍ମୁ ପୂଜାରୀ ନରସିଂହ ପୂଜାରୀ , ସରାଗୁଡା ଅନ୍ତ ରାମ ପୂଜାରୀ , ତୋରେଙ୍ଗା ଦେବରାଜ ପୂଜାରୀ, ମାଲବେଡା ଦଶା ପୂଜାରୀ, ଶିଙ୍ଗସାରି ବାଲ ଚାନ୍ଦ ପୂଜାରୀ, କର୍ଲବେଡାର ଦେବ ପୂଜାରୀ ପଦମ ଶିରା, ମେଣ୍ଡ୍ରିଗୁଡାର ବନ୍ଧୁ ପୁଜାରୀ, ରାଜପୂର୍ ର ସଭା ପୂଜାରୀ, ପୋଡ଼ାଗଡ ର ନାରାୟଣ ପୂଜାରୀ, ଲକ୍ଷ୍ମଣ ପୂଜାରୀ ଓ ପୂର୍ଣ୍ଣ ପୂଜାରୀ ,ତୋରେଙ୍ଗା ର ଲଚମନ ପୂଜାରୀ ଓ ମିନ ଶିରା ଛୋଟାଗୁଡ଼ା ର ପଦନ ଶିରା, କୁସା ହାଣ୍ଡ ବସ୍ତର ର ଜିଲ୍ଲାର ତରୁଣ ଶିରା , ମାଲବେଡା ସୁଦର୍ ଶିରା ,ଗୁରୁ ବନ୍ଧୁ ଶିରା, ପୋଡ଼ାଗଡ ର ଜଲ ଶିରା , ତେଲଗାଁ ର ଲଛନ ଶିରା, ନେହୁରା ର ରାମ ଶିରା, ସିଲାଟି ର ହରି ପୂଜାରୀ, ତୋରେଙ୍ଗା ର ଡମ୍ବରୁ ଶିରା, ଲଛମା ଶିରା ମୋକିଆ ର ଅନନ୍ତ ଶିରା, ଦୁର୍ଯୋଧନ ଶିରା ଦୁରାଗାଁ କଳିବେଡା ର ଲଛିମଧର ପୂଜାରୀ ଲାଇବନ୍ ଗୌଡ, ଗୁରୁବାନ୍ଧୁ ଦୋଲା ଓ ରଘୁନାଥ ମୁଖିଆ ମୁଣ୍ଡିଗୁଡାର ରାମ ପୂଜାରୀ ଅଲ୍ମାଗୁଡ଼ା ନରେନ୍ଦ୍ର ପୂଜାରୀ ପ୍ରମୁଖ ଯୋଗ ଦେଇ ଥିଲେ।
