September 21, 2024

ବରିକେଳ ଠାରେ ମାଗଣା ସ୍ଵlସ୍ଥ ଶିବିର ଅନୁଷ୍ଠିତ 

Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବରିକେଲ ପଞ୍ଚାୟତ କାର୍ଯ୍ୟଲୟ ଠାରେ ମାଗଣା ସ୍ୱାସ୍ଥ ଶିବିର ଅନୁଷ୍ଠିତ ହୋଇଥିଲା l ସରପଞ୍ଚ ଶ୍ରୀ ଦୀନେଶ କୁମାର ସେଠ, ପଈଓ ଶ୍ରୀ କୁନୁ ସେଠ ଙ୍କ ନେତୃତ୍ୱ ରେ ହୋଇଥିବା ସ୍ୱାସ୍ଥ ଶିବିର ରେ ପଞ୍ଚାୟତ ର ବହୁ ବୃଦ୍ଧ/ବୃଦ୍ଧା, ଲୋକ ମାନେ ଉତ୍ତମ ସ୍ୱାସ୍ଥ ସେବା ଓ ରୋଗ ପରୀକ୍ଷା କରାଇଥିଲେ l ଡାକ୍ତର ସହିବ ରାଜ ଓ ନର୍ସ ପ୍ରତିଭା ରାଣୀ ଙ୍କ ସହଯୋଗ ରେ ସ୍ୱାସ୍ଥ ଶିବିର ଆୟୋଜିତ ହୋଇଥିଲା l ସରପଞ୍ଚ ଶ୍ରୀ ଦୀନେଶ ସେଠ ଙ୍କ ଏହିପରି ଲୋକଙ୍କ ପାଇଁ ସେବା ମନ ବୃତି ଦେଖି ପଞ୍ଚାୟତ ବାସୀ ବହୁତ ପ୍ରଶଂସା କରିଛନ୍ତି l