November 15, 2024
Share

 

୧-ଏଥର ରକ୍ଷାବନ୍ଧନରେ ୧୨ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା କାରବାରର ହୋଇଥିବା ଅନୁମାନ।

 

୨-ଭୁବନେଶ୍ୱର:ଆଜିଠୁ ବିଧାନସଭାର ୨ୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ।

 

୩-ଦୁର୍ନୀତିଗ୍ରସ୍ତ ବାବୁଙ୍କ ତାଲିକା ମାଗିଲା ଏସଆଇଟି ।ଅଗଷ୍ଟ ୨୮ ତାରିଖରେ କଟକରେ ଏସଆଇଟିର ବୈଠକ ବସିବ।

 

୪-ବାଂଲାଦେଶରୁ ଫେରିବେ ଓଡ଼ିଶା ଶ୍ରମିକ,୧୫ରୁ ୨୦ ଦିନ ମଧ୍ୟରେ ନିଷ୍ପତ୍ତି ନେବେ ସରକାର।

 

୫-ନବୀନ ନିବାସରେ ରକ୍ଷା ବନ୍ଧନ ଉତ୍ସବ, ରାଖୀ ବାନ୍ଧିଲେ ନବୀନ।

 

୬-ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟଲୋ ଓ୍ବାର୍ଣିଂ ଜାରି।

 

୭-ସ୍ବଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତି,ଭୋର ୩ଟାରେ ଦ୍ବାର ଫିଟା ପରେ ହେଲା ମଙ୍ଗଳ ଆଳତି।

 

୮-ଡେଲାଙ୍ଗ ବ୍ଲକ୍ କବି ପ୍ରସନ୍ନ ପାଟ୍ଟଶାଣୀ ହାଇସ୍କୁଲ: କିଟ୍ ଓ କିସ୍ ପକ୍ଷରୁ ସ୍କୁଲକୁ କ୍ରିଡ଼ା ଉପକରଣ ପ୍ରଦାନ,ଜିମ୍ ସେଣ୍ଟରକୁ ଉଦଘାଟନ କଲେ ଡ଼ ଅଚ୍ୟୁତ ସାମନ୍ତ।

 

୯-ଦିଗପହଣ୍ଡି : ଦେଶୀ ମଦ ପିଇ ୭ ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ।

 

୧୦-ପୁରୀ : ପୂର୍ବ ଶତ୍ରୁତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ।

 

୧୧-ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ, ସେପ୍ଟେମ୍ବର ୧ରୁ ନୂଆ ମେମ୍ବରସିପ୍ ଡ୍ରାଇଭ।

 

୧୨-ସୁନ୍ଦରଗଡ:ପୋଲିସ ହାତରେ ଝିଅ ବିକ୍ରି ରାକେଟ୍ ! ୨ ନାବାଳିକା ଉଦ୍ଧାର, ୬ ଗିରଫ।

 

୧୩-ଲମ୍ବି ଚାଲିଛି ସିମ୍ ବକ୍ସ କ୍ରାଇମର ନେଟୱର୍କ,ନିଦ ହଜାଇଛି ବାଂଲାଦେଶୀ ମାଷ୍ଟରମାଇଣ୍ଡ, ସିଜ୍ ପାଇଁ ଝାଡ଼ଖଣ୍ଡ ମୁହାଁ କମିଶନରେଟ୍ ପୋଲିସ୍।

 

୧୪-ଉତ୍ତର ଆମେରିକାରେ ୯୦ଫୁଟର ବିଶାଳ ହନୁମାନ ମୂର୍ତ୍ତି, ନାମିତ ହେଲା ‘ଷ୍ଟାଚ୍ୟୁ ଅଫ ୟୁନିୟନ’।

 

୧୫-୨୦୨୫ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ:ଆଇନ ଓ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀଙ୍କ ସୂଚନା

 

୧୬-ବଢ଼ିଲା ପିଏମ ଆବାସ ଅନୁଦାନ ରାଶି।ଏଣିକି ମିଳିବ ୧ ଲକ୍ଷ ୮୦ ହଜାର ଟଙ୍କା।

 

୧୭-ଉତ୍ତରପ୍ରଦେଶ:ଫେସବୁକରେ ମାତୁଛନ୍ତି ସାଇବର ଠକ; ନିବେଶ ଜାଲରେ ପଡ଼ି ୩ କୋଟି ହରାଇଲେ ଦମ୍ପତି।

 

୧୮-ରାଜନୀତିକୁ ପ୍ରବେଶ କଲେ ମହବୁବା ମୁଫ୍ତିଙ୍କ ଝିଅ, ଜମ୍ମୁ-କାଶ୍ମୀର ନିର୍ବାଚନ ପାଇଁ ଜାରି ହେଲା PDPର ପ୍ରାର୍ଥୀ ତାଲିକା।

 

୧୯-କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତର ହେବ ପଲିଗ୍ରାଫ୍ ଟେଷ୍ଟ, ଅନୁମତି ଦେଲେ କୋର୍ଟ।

 

୨୦-ଯୁଦ୍ଧଗ୍ରସ୍ତ ୟୁକ୍ରେନ ଗସ୍ତରେ ଯିବେ ପିଏମ୍ ମୋଦୀ, ମସ୍କୋ-କିଭ୍ ମଧ୍ୟରେ ମଧ୍ୟସ୍ଥତା କରିବନି ଭାରତ।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*