May 20, 2025

ପାଚିକା ଓ ସହାୟିକା ମହାସଂଘ ର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ             ରଣ ହୁକାଂର

Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଚଳିତ ମାସ ମାସ 20 05 2025 ତାରିଖ ଦିନ ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ( AICCTU) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ 17 ଦଫା ଦାବି ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ସ୍କିମ୍ ଶ୍ରମିକ ମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଓ ମାସିକ 26 ହଜାର ଟଙ୍କା ପ୍ରଦାନ କରିବା , ପାଚିକା ମାନକୁଂ ସାମାଜିକ ନିରାପତ୍ତା ପ୍ରଦାନ କରିବା, 4 ଟି ଶ୍ରମ କୋଡ଼ ବାତିଲ କରିବା, ନୁତନ ଶିକ୍ଷା ନିତି 2020 କୁ ବାତିଲ କରିବା, 2022 ବିଦ୍ୟୁତ୍ ର ଘରୋଇ କରଣ ବଦଂ କରିବା, କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା, ଓପିଏସ୍ କୁ ଲାଗୁକରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା, 200 ଦିନ କାମ ଦୈନିକ 600 ମଜୂରୀ ପ୍ରଦାନ କରିବା, କର୍ପୋରେଟ ଲୁଟ ବଦଂ କରିବା, ଜଗଂଲ ଆଇନ 2023 ବାତିଲ କରିବା, ସମସ୍ତ କୁଂ ମାଗଣା ବୈଜ୍ଞାନିକ ଶିକ୍ଷା ପ୍ରଦାନ କରିବା, EPF ESIC ରେ ମଜୁରୀ ସିମା ଉଛେଦ କରିବା, କୃଷି ରୁଣ ଉପରେ ସବସିଡି ପ୍ରଦାନ କରିବା, କୃଷି ଉତ୍ପାଦନ ସର୍ବନିମ୍ନ ସହାୟକ ମୂଲ୍ୟ ଆଇନ ଗତ ଗ୍ୟାରେଣ୍ଟି ପ୍ରଦାନ କରିବା,

ଉପସ୍ଥିତ ଥିଲେ |