ଛେଳି ପାର୍କ ପାଲଟିଛି ପଣଶପଦାର ଗୋପବନ୍ଧୁ ପାର୍କ …
ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ଓଡିଶା ସରକାର ଙ୍କ ପାର୍କ ଯୋଜନା କଥା l ଗାଁ ଗହଳି ରେ ବିଭିନ୍ନ ପାର୍କ ପାଇଁ କୋଟି କୋଟି ଟଙ୍କା ଅନୁଦାନ କରି ପାର୍କ ନିର୍ମାଣ କରି ଫେଲ ମାରିଛି ନବୀନ ସରକାର ଙ୍କ 5T କମିଟି ଏବେ କୃଷ୍ଣପ୍ରସାଦ ବ୍ଲକର ପଣସପଦା ଗ୍ରାମପଞ୍ଚାୟତ ର ଗୋପବନ୍ଧୁ ପାର୍କ ଜଙ୍ଗଲ ହେବା ସହିତ ପାଲଟିଛି ଛେଳି ମାନଙ୍କ ଚରାଭୂଇଁ l ଦୟାକରି ନବୀନ ସରକାର ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ନନେଇ ସରକାରଙ୍କର କୋଟିକୋଟି ଟଙ୍କା ଏଭଳି କ୍ଷତି କରିବାର କାରଣ କଣ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)