April 20, 2025

ଖୁଡୁ ଖୁଡି ଖେଳ ଉପରେ ପୋଲିସ ର ଚଡ।ଉ,୪ ଗିରଫ, ୩୯୨୦ ଟଂକା ନଗଦ ଜବତ…

Share

 

 

ଉମରକୋଟ – ଉମରକୋଟ ପୋଲିସ ଏକ ସାପ୍ତାହିକ ହ।ଟ ରେ ଖୁଡୁ ଖୁଡି ଖେଳ ଚାଲୁଥିବା ଥିବା ସମୟ ରେ ଚଡ।ଉ କରି ୪ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩୯୨୦/ ଜବତ କରିଛି। ଉମରକୋଟ ନିକଟସ୍ଥ ବିରାସ।ଡି ହାଟ ରେ ଖୁଡୁ ଖୁଡ଼ି ଖେଳ ଚାଲୁଥିବା ଖବର ପାଇଁ ଉମରକୋଟ ପୋଲିସ ସବ ଇନ୍ସପେକ୍ଟର ଷୌମେନ୍ଦ୍ର ସେଠ ଙ୍କ ନେତୃତ୍ବ ରେ ଏକ ଟିମ୍ ସେଠାରେ ପହଂଚି ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ଅଙ୍କର ଭତ୍ର।, ବୁଡୁ ଭତ୍ର।, ହେମ ଭତ୍ର।, ନକୁଳ ଭତ୍ର।।ସେମାନଙ୍କ ଠାରୁ ୩୯୨୦/ ଟଂକା ଜବତ କରିବା ସହ ଖେଳ ସାମଗ୍ରୀ କୁ ମଧ୍ୟ ପୋଲିସ ଜବତ କରିଛି।
ତେବେ ସେମାନଙ୍କୁ ଥାନା ରେ ନୋଟିସ ଦେଇ ଛାଡି ଦିଆ ଯାଇଥିବା ଉମରକୋଟ ଆଇଆଇସି ଡମ୍ବରୁ ଧର ପ୍ରଧାନ ସୁଚନା ଦେଇଛନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)