March 10, 2026

ପୁରୀ ରେ ଶେଷହେଲା ପଙ୍ଗଲ ଉତ୍ସବ

IMG-20260120-WA0029
Share

ଏହି ପଙ୍ଗଲ ଉତ୍ସବ ଉପଲକ୍ଷେ ପେଣ୍ଠକଟା ର ମତ୍ସ୍ୟଯିବୀ ସମୂହ ୭ ଦିନ ମାଛ ଧରିବା ବନ୍ଦ କରି ଗଙ୍ଗା ମାତାଙ୍କର ପୂଜା ଅର୍ଚ୍ଚନା କରିବା ସହିତ ଶତାଧିକ ମହିଳା ଭକ୍ତମାନେ ନିଜ ମୁଣ୍ଡରେ କଳସୀ ଧରି ଶୋଭାଯାତ୍ରାରେ ଗଙ୍ଗାଦେବୀ ମନ୍ଦିର ଯାଇଥିଲେ, ସେଠାରେ ଗଙ୍ଗା ମାତା ନକ୍ର ପୂଜା ଅର୍ଚ୍ଚନା କରିଥିଲେ, ଏଥିରେ ହଜାର ହଜାର ସ୍ତ୍ରୀ ପୁରୁଷ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ, ଏବଂ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୁରୀ ଜିଲ୍ଲା ମତ୍ସ୍ୟଜୀବି ସଂଘର୍ ସଭାପତି ବାବୁଲା ପ୍ରସାଦ, , ପେଣ୍ଠକଟା ସାମୁଦ୍ରିକ ମତ୍ସ୍ୟ ସମବାୟ ସମିତି ସଭାପତି କେ ମାର୍କ, ପେଣ୍ଠକଟା ମତ୍ସ୍ୟ କୂଳ ସଭାପତି ସୋଡ଼ିପିଲି ରାମାଣା, ଗଙ୍ଗାଦେଵୀ ଙ୍କ ପ୍ରତିଷ୍ଠାତା କୋଭିର ମସେନୁ, ମାଇଲିପିଲି କାଶୀ ମଞ୍ଚରେ ଉପସ୍ଥିତ ଥିଲେ, ଏହି କାର୍ଯକ୍ରମ ପରିଚାଳନା କରିଥିଲେ ବୋନ୍ଧି ବାଲା, ଛପଲା ଜାଗା, କେ ନାଲା, ଗୋସଲା ଜାଗା, ଗୋସଲା ଶ୍ରିନୁ ଏବଂ ପେଣ୍ଠକଟା ର ସମସ୍ତ ସାହିର ଭଦ୍ରଲୋକ ଓ ଯୁବକ ଭାଇ ଭଉଣୀ ମାନେ କରିଥିଲେ । ଏହି ଗଙ୍ଗଡିଭି

ଏବଂ ଆଜି ମକର ପଂଗଲ ରେ ନୂତନ ବିବାହିତ ଝିଅ ଜୋଇଁ ନାତି ନାତୁଣୀ ମାନେ ବାପଘର କୁ ଆସି ପଙ୍ଗଲ୍ ଉତ୍ସବ ଉପଭୋଗ କରିଥିଲେ ଏହି ମକର ପଙ୍ଗଲରେ ଗଙ୍ଗାଦେଵୀଙ୍କର ପୂଜା ଅର୍ଚ୍ଚନା ପ୍ରାୟ ପାଞ୍ଚ ହଜାର ଲୋକ ସାମିଲ ହୋଇ ଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ