April 11, 2025

କାଶୀନଗର ବ୍ଲକ କାର୍ଯ୍ୟାଳୟ ଠାରେ ବିଶ୍ୱ ପାଇଖାନା ଦିବସ ଅନୁଷ୍ଠିତ. 

Share

 

 

କାଶୀନଗର (ଅନନ୍ତ ଆପଟ )

କାଶୀନଗର ବ୍ଲକ ବୈଠକ ଗୃହ ମଧ୍ୟରେ ବିଶ୍ୱ ପାଇଖାନା ଦିବସ ଅନୁଷ୍ଠିତ ହୋଉଛି. ଏହି କାର୍ଯ୍ୟକ୍ରମ ରେ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା ମୁଖ୍ୟ ଅତିଥି ଭାବେ ଓ ସ୍ଥାନୀୟ ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା କାଶୀନଗର ମଧ୍ୟରେ ଥିବା ବିଭିନ୍ନ ପଂଚାୟତ ର 20 ଜଣ ହିତାଧିକାରୀ ଙ୍କୁ ପାଇଖାନା ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ( ୱାର୍କ ଅର୍ଡର )ପ୍ରଦାନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ ଙ୍କ ସହ ଗୋଷ୍ଠୀ ସମ୍ବଳ ସମନ୍ୱୟକାରୀ ଉମା ମାହେଶ୍ୱରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ ହୋଇଥିବା ବେଳେ ଶିବ ପଣ୍ଡା ପରିଚାଳନା କରିଥିଲେ.

You may have missed