May 20, 2025

ଏସିଡ ମାଡ଼ ଧମକ ଦେଇ ଯୁବକ ଗିରଫ, 

Share

ଏସିଡ ମାଡ଼ ଧମକ ଦେଇ ଯୁବକ ଗିରଫ,

ଏକତରଫା ପ୍ରେମର କରୁଣ ପରିଣତି।

ଭୁବନେଶ୍ୱର ( ଦେବାଶିଷ ଦାଶ )

ଏସିଡ ମାଡ଼ କରିବାକୁ ଧମକ ଦେଇ ପ୍ରେମିକ ଗିରଫ ।

ଏପରି ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ଅଂଚଳରେ । ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ ସୁନୀଲ ସେଠି। ଝିଅ ରାଜି ନହେବାରୁ ଜବରଦସ୍ତ କରିବାକୁ ଉଦ୍ୟମ କରିଥିଲା । ଏପରିକି ଯୁବତୀଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲା । ଆଜି ଏସିଡ ମାଡ଼ କରିବାକୁ ଆସିଥିବା ବେଳେ କାବୁ କରିଥିଲେ ସ୍ଥାନୀୟ ଲୋକେ । ଅଭିଯୋଗ ପରେ ସହିଦ ନଗର ଥାନା ପୋଲିସ ଯୁବକକୁ ଗିରଫ କରିଛି .