April 26, 2026

ଉମରକୋଟ ରେ 12 ଘଣ୍ଟା ବନ୍ଦ ଡାକରା

Screenshot_2023-04-19-14-13-56-533_com.whatsapp
Share

ଉମରକୋଟ ରେ 12 ଘଣ୍ଟା ବନ୍ଦ ଡାକରା
(ଉମରକୋଟ ରୁ ଏମ୍ ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)
ଉମରକୋଟ:-ସମ୍ବଲପୁର ଜିଲ୍ଲା ହନୁମାନ ଜୟନ୍ତୀ ପାଳନ କରିଥିବା ସମୟ ରେ ନିର୍ଦିଷ୍ଟି ଗୋଷ୍ଠୀ ଆକ୍ରମଣ ନେଇ ରାଜ୍ୟ ରେ 14 ଜିଲାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ବନ୍ଦ ଡାକରା ଦେଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ମଧ୍ୟ ଦେଖିବା କୁ ମିଳିଛି 12 ଘଣ୍ଟିଆ ବନ୍ଦ ପାଳନ ବିଶ୍ୱ ହିନ୍ଦୁ ପରିଷଦ ଦ୍ଵାରା ଦୋକାନ ବଜାର ବନ୍ଦ ଥିବା ବେଳେ ମାଲଭାଇ ଯାତାୟତ କରୁଥିବା ଟ୍ରକ ଗାଡ଼ି ଗୁଡ଼ିକ କୁ ରଖା ଯାଇଛି ଆଉ କିଛି ମେଡିକାଲ ଯାତାୟତ କରୁଥିବା ଲୋକଙ୍କୁ ଏବଂ ଆମ୍ମୁଲାଏନ୍ସ ଗାଡ଼ି କୁ ଛଡା ଯାଉଛି ଯାହା ଶାନ୍ତି ସୁଖଳା ଭାବରେ ବନ୍ଦ ପାଳନ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ସଙ୍ଘଠନ