November 19, 2026

ଧର୍ମପ୍ରାଣା ମହିୟସୀ ମହିଳା ନର୍ମଦା ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଶ୍ରଦ୍ଧାଞ୍ଜଳୀ

IMG-20261118-WA0224
Share

=ତିର୍ତ୍ତୋଲ ତା 18/11/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଗ୍ରାମର ବରିଷ୍ଠ ସେବାୟତ ବିଷ୍ଣୁଚରଣ ରାଉଳ ଙ୍କ ଧର୍ମପତ୍ନୀ, ଧର୍ମପ୍ରାଣା ମହିୟସୀ ମହିଳା ନର୍ମଦା ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ, କାଳନ୍ଦୀଭବନ ବାସଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଗୀତାପାଠ, ନିରବପ୍ରାର୍ଥନା ପରେ, ସାରଳାମନ୍ଦିର ର ସମସ୍ତ ପଣ୍ଡାସେବକ ଙ୍କ ସମେତ ବିରେନ କୁମାର ଦଳାଇ, ସତ୍ୟନାରାୟଣ ନାୟକ, ନିହାର ରଞ୍ଜନ ରାଉଳ, ସତ୍ୟଭାମା, ଗୋଲାପ, କାବେରୀ, ମୀରା, ବିନ୍ଦୁ, ସନ୍ଧ୍ୟା, ରିମା, ଗୀତାଞ୍ଜଳି, ଆରତୀ, ରୁଦ୍ରପ୍ରସାଦ, ପ୍ରଭୁପ୍ରସାଦ, ସରୋଜ, ସିଦ୍ଧାର୍ଥ, ଶିବପ୍ରସାଦ, ନିରଞ୍ଜନ ରାଉଳ, ତ୍ରିଲୋଚନ ରାଉଳ, ନୃସିଂହ ଚରଣ ରାଉଳ, ଦେବୀପ୍ରସାଦ ରାଉଳ, ପୂର୍ବତନ ସରପଞ୍ଚ ନମିତା ରାଉଳ, ଅଜୟ କୁମାର ହାତୀ, ବୈରାଗୀ ଚରଣ ବିଶ୍ୱାଳ, ବସନ୍ତ କୁମାର ରାଉଳ, ରୋଜାଲିନୀ ରାଉଳ ଓ ବୀରବର ବାରିକ ଙ୍କ ସମେତ ବହୁ ଜନପ୍ରତିନିଧି, ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ମୃତିଚାରଣ କରିବାସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ମଞ୍ଚସଞ୍ଚାଳନ କରିଥିବା ବେଳେ, ରଶ୍ମୀରଞ୍ଜନ ରାଉଳ ( ଦୀପୁ ) ଦିଲ୍ଲୀପ କୁମାର ରାଉଳ ଓ ସାରଦା ପ୍ରସାଦ ରାଉଳ, ବିଶ୍ୱଜିତ, ସତ୍ୟଜିତ, ରାଜଲକ୍ଷ୍ମୀ ଓ ଶୁଭଲକ୍ଷ୍ମୀ ଙ୍କ ସମେତ ଗ୍ରାମବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର