March 12, 2026

ଇଷ୍ଟକୋଷ୍ଟ ରେଲୱେ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ପକ୍ଷରୁ ବିଶ୍ୱକର୍ମା ପୂଜା ମହାଡ଼ମ୍ବରରେ ପାଳନ କରାଯାଇଛି

IMG-20250918-WA0148
Share

ପୁରୀ ରେଲୱେ ଷ୍ଟେସନ ଇଷ୍ଟକୋଷ୍ଟ ରେଲୱେ ପୁରୀ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ର ସଭାପତି ସୁଧାଂଶୁ ଶେଖର ସେଠୀଙ୍କ ତତ୍ୱାବଧାନ ରେ ଅନୁଷ୍ଠାନ ର ଏସ ପ୍ରଧାନ, ପରେଶ ଚନ୍ଦ୍ର ତରାଇ, ଏସ କେ ପୃଷ୍ଟି, ବୈଶିଷ୍ଠ କୁମାର, ଅଜୟ ବେଉରା, ନିବେଦିତା ଦାଶ, ଚିତ୍ତରଞ୍ଜନ ବେହେରାଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ମିଶି ପୁରୀ ରେଲୱେ ପୂଜା ମଣ୍ଡପରେ ମହାଡ଼ମ୍ବରରେ ବିଶ୍ୱକର୍ମା ପୂଜା ପାଳନ କରିବା ସହିତ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ମାନଙ୍କୁ ମାଗଣା ପ୍ରସାଦ ବଣ୍ଟନ କରୁଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ