November 15, 2024
Share

 

୧-ବାଂଲାଦେଶ ହିଂସା ପରେ, ପଶ୍ଚିମବଙ୍ଗ ମୁହାଁ ବଙ୍ଗାଳୀ ରାଜମିସ୍ତ୍ରୀ ଓ ଫେରିବାଲା।

 

୨-ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର; ଚାଉଳ ସହ ମିଳିବ ଗହମ।

 

୩-୨୪ ଘଣ୍ଟାରେ ଆଳୁ ସମସ୍ୟା ଦୂର ନହେଲେ ଧାରଣା ଦିଆଯିବ:ନାଗରିକ ସୁରକ୍ଷା ମଞ୍ଚ।

 

୪-ସିମ୍‌ ବକ୍ସ ନେଇ ସିପିଙ୍କ ବଡ଼ ଖୁଲାସା; ପାକିସ୍ତାନ, ଚୀନରୁ କଲ୍ ଆସିବାକୁ ହେଉଥିଲା ବ୍ୟବହାର।

 

୫-ଭୁବନେଶ୍ୱର:ନୂଆ ବିଧାୟକଙ୍କୁ କେନ୍ଦ୍ର ମନ୍ତ୍ରୀ ରିଜିଜୁଙ୍କ ପରାମର୍ଶ, ହଙ୍ଗାମା ନୁହେଁ-ଶୃଙ୍ଖଳିତ ହୁଅନ୍ତୁ।

 

୬-ପୁରୀ: ଦେଶ ବିଦେଶରୁ ଆସୁଥିବା ଭକ୍ତ ପାଇବେ ମାଗଣା ମହାପ୍ରସାଦ, ନିର୍ମାଣ କରାଯିବ ବ୍ୟାଖ୍ୟାନ କେନ୍ଦ୍ର।

 

୭-ଧାରଣାରେ ଓଡ଼ିଶାର ୬ ହଜାର ଡାକ୍ତର, ଖାଁ ଖାଁ ସରକାରୀ ମେଡ଼ିକାଲ।

 

୮-ଆଠଗଡ଼: ମାଜିଷ୍ଟ୍ରେଟଙ୍କ ସରକାରୀ ବାସଭବନରୁ ଚୋରି ଘଟଣାର ପର୍ଦ୍ଧାଫାଶ,୩ ଗିରଫ।

 

୯-ବଣାଇ: ଅନଲାଇନ୍ ଗେମ୍ ଖେଳିବା ମାମଲା,୪ ଜଣକୁ ଗିରଫ କଲା ED

 

୧୦-ରାଜ୍ୟରେ ବଜ୍ରଘାତ ନେଲା ୧୦ ଜୀବନ,ବିଲରେ ସ୍ବାମୀ -ସ୍ତ୍ରୀ,ଛେଳି ଚରାଳୀଙ୍କ ମୃତ୍ୟୁ।

 

୧୧-ଭିଜିଲାନ୍ସ ଜାଲରେ ଜିଏସଟି ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ,୫କୋଟି ୮୫ଲକ୍ଷ ଟଙ୍କାର ଟିକସ ହେରଫେର ଅଭିଯୋଗରେ ଚଢାଉ।

 

୧୨-ଜଳବନ୍ଦୀ ସ୍ଥିତି ସହ ପାହାଡିଆ ଅଞ୍ଚଳରେ ଧସିପାରେ ମାଟି ଅତଡା, ବିଭିନ୍ନ କେନାଲ ଏବଂ ନଦୀ ବନ୍ଧ ଉପରେ ନଜର ରଖିବାକୁ ଯନ୍ତ୍ରୀଙ୍କୁ ନିର୍ଦେଶ।

 

୧୩-ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ।

 

୧୪-ରାୟଗଡା, ଚନ୍ଦ୍ରପୁର:ଆଜଣା ରୋଗ ଆତଙ୍କ ,୪ ମୃତ ୮ ଆକ୍ରାନ୍ତ।

 

୧୫-ଭୁବନେଶ୍ୱର:OAS ସ୍ତରରେ ବଡ଼ ଧରଣର ଅଦଳବଦଳ; ୨୯ ଜଣଙ୍କୁ କରାଗଲା ଅନ୍ୟତ୍ର ବଦଳି।

 

୧୬-୨୧ରେ ଭାରତ ବନ୍ଦ୍ ଡାକରା, ଓଡ଼ିଶା SC,ST,OBC ସଂଖ୍ୟା ଲଘୁଯୁଗ୍ମ କମିଟିର ସମର୍ଥନ।

 

୧୭-ଭୁବନେଶ୍ୱର: ରାଜଧାନୀରେ ୪୦୬ ଡେଙ୍ଗୁ ରୋଗୀ ଚିହ୍ନଟ।

 

୧୮-ଚୀନର ବେଜିଂରେ ଆୟୋଜିତ ୧୭ତମ ଅନ୍ତର୍ଜାତୀୟ ପୃଥିବୀ ବିଜ୍ଞାନ ଅଲିମ୍ପିଆଡରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଏକ ଦଳ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ହାସଲ।

 

୧୯-କୋଲକାତାରେ ବାତିଲ ହେଲା ଡୁରଣ୍ଡକପ୍ ରବିବାର ଫୁଟବଲ ମ୍ୟାଚ୍, ବିକ୍ଷୋଭ ପ୍ରଦର୍ଶନ ଯୋଗୁ ନିଆଗଲା ନିଷ୍ପତ୍ତି।

 

୨୦-ଗାଜାରେ ପୁଣି ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୫ ପାଲେଷ୍ଟାଇନ ନାଗରିକ ମୃତ।

 

୨୧-ସ୍ଵିଡେନ: ନିଜ ନାଗରିକଙ୍କୁ ସ୍ବେଚ୍ଛାକୃତ ଦେଶ ଛାଡ଼ିବାକୁ ସ୍ଵିଡେନ ମନ୍ତ୍ରୀଙ୍କ ପରାମର୍ଶ, ଏଥିପାଇଁ ଅର୍ଥ ବି ଦିଆଯାଉଛି।

 

*🙏 ସୁପ୍ରଭାତ 🙏*