November 26, 2024

Day: August 18, 2024

କୋଲକାତା ମହିଳା ଡାକ୍ତରଙ୍କୁ ନ୍ୟାୟ ଏବଂ ବଳାତ୍କାର ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା 

  ରାମନାଗୁଡା କୋଲକାତାରେ ଆର୍ ଜି କର ମେଡିକାଲ କଲେଜର କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ଦୋଷୀଙ୍କୁ ତୁରନ୍ତ କଠୋର ଦଣ୍ଡ ପ୍ରଦାନ ନିମନ୍ତେ ଦାବି...

ଶାରଳାପୀଠ ଭାଗବତ ସପ୍ତାହର ଉଦଯାପନ ଉତ୍ସବର ମୂଖ୍ୟଅତିଥି,ପୁରୀ ବଡ଼ଠାକୁର ଙ୍କ ବାଡ଼ଗ୍ରାହୀ!

ତିର୍ତ୍ତୋଲ ::- ଝଙ୍କଡ଼ବାସିନୀ ମା'ଶାରଳା ଙ୍କ ପୀଠରେ ଆୟୋଜିତ ଭାଗବତ ସପ୍ତାହର ଏକାଦଶତମ ବାର୍ଷିକ ଉତ୍ସବ ଉଦଯାପନ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବରେ, ପୁରୀ ଶ୍ରୀକ୍ଷେତ୍ର ବଡ଼ଠାକୁର...

ବିବେକାନନ୍ଦ ଶିକ୍ଷା କେନ୍ଦ୍ରଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ। 

    ବୋଲଗଡ଼,(ଉପାନ୍ତ ଖବର) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଦେଉଳିଠାରେ ଓଡିଶାର ଅଗ୍ରଣୀ ସାମାଜିକ ସଂଗଠନ ଶିଶୁ ବିକାଶ ଓ ସମାଜ...

ସଂକୁଳ ସ୍ତରୀୟ ଜ୍ଞାନ ଓ ବିଜ୍ଞାନ ମେଳା ଅନୁଷ୍ଠିତ 

    ପଦ୍ମପୁର: ୧୮/୦୮(ଜୟନ୍ତ କୁମାର ସେଠ) ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ପରିଚାଳନା ସମିତିର...

ୟୁଥ୍ କ୍ଲବ ସଭାପତି ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଭେଟିଲେ

      ବରଗଡ଼/ ଗାଇସିଲେଟ :-- (ଜୟନ୍ତ କୁମାର ସେଠ)ବରଗଡ଼ ଜିଲ୍ଲା ଗାଇସିଲେଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ବହୁବିଧ ସମସ୍ୟା କୁ ନେଇ ଗାଇସିଲେଟ ସ୍ଥିତ...

ବଙ୍ଗଳାଦେଶରେ ହିନ୍ଦୁ ଦେବା ଦେବୀ ପୋଡି ଓ ହିନ୍ଦୁଙ୍କ ପ୍ରତି ହୋଇଥିବା ଆକ୍ରମଣକୁ ନେଇ ରାୟଗଡା ସ୍ଥାନୀୟ ବାସିନ୍ଦାଙ୍କ ଶୋଭାଯାତ୍ରା 

  ରାୟଗଡା :ରାୟଗଡ ଜିଲ୍ଲାରେ ବର୍ତ୍ତମାନ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ଅସୁରକ୍ଷିତ ମଣୁଛନ୍ତି ଜିଲ୍ଲାବାସୀ। ପଡୋଶୀ ଦେଶ ବଙ୍ଗଳା ଦେଶର ଯେଉଁ ରାଜନୈତିକ ଅସ୍ଥିରତା ଯୋଗୁଁ...

ଗୁଣୁପୁର ନିର୍ବାଚନ ମଣ୍ଡଳୀର ମନ କି ବାତ ର କର୍ମକର୍ତା ଙ୍କ ନାମ ଘୋଷଣା 

ରାୟଗଡା :ଆଜି ଗୁଣପୁର ନିର୍ବାଚନ ମଣ୍ଡଳୀର ଡାକ ବଙ୍ଗଳା ଠାରେ  ମନ୍ କି ବାତ୍ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଟୀଙ୍କୁ ପଣ୍ଡା ଙ୍କ ନେତୃତ୍ୱରେ ହୋଇଥିଲା।ଏହି କାର୍ଯ୍ୟକ୍ରମରେ...

ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବୋର୍ଦ୍ଧନା ସହିତ ସ୍ୱାଗତ ସମ୍ବୋର୍ଦ୍ଧନା ଉର୍ତ୍ସବ ଅନୁଷ୍ଠିତ ..

ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଚିକିତ୍ସାଳୟର ଛାତ୍ରୀନିବାସ ପକ୍ଷରୁ ପ୍ରଥମ ବର୍ଷ ଜୁନିଅର ଛାତ୍ରୀ ଓ ପିଜି ଛାତ୍ରୀଗଣଙ୍କର ସ୍ୱାଗତ ସମାରୋହ ତଥା ହାଉସ...

ବରଗଡ଼ ଜିଲ୍ଲାରେ ବିଶ୍ଵହିନ୍ଦୁ ପରିସଦ ର ପ୍ରାନ୍ତୀୟ ବୈଠକ ଅନୁଷ୍ଠିତ

  ବରଗଡ : (ଜୟନ୍ତ କୁମାର ସେଠ) ବିଶ୍ବହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତୀୟ କାର୍ଯ କାରିଣୀ ବୈଠକ ବରଗଡ଼ ଜିଲ୍ଲା ଅତାବିରା ଅଗ୍ରସେନ୍...

ନାବାଳିକା କୁ ବଳତ୍କାର ମାମଲା ରେ ଆସାମୀ କୁ 20ବର୍ଷ ଦଣ୍ଡାଦେଶ ନେଇ ସରକାରୀ ଆଇନଜୀବୀ ବିରଜା ପାତ୍ର ଙ୍କୁ ସୂଚନା

  ରାୟଗଡା : ରାୟଗଡା ସହର ର ନାବାଳିକା ଙ୍କୁ ବଳତ୍କାର ଉଦ୍ୟମ ମାମଲା ର ବିଚାର କରି ଶନିବାର 17/08/202 ରେ ଅଭିଯୁକ୍ତ ଆସାମୀ କୁ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.