ଅକ୍ଷୟ ରାଉତ ସାମ୍ୱାଦିକ ସଂଘ ସଭାପତି ..
ଅସ୍ତରଙ୍ଗ,, କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ,ଓଡିଶା ନିୟନ୍ତ୍ରଣା ଧୀନ ପୁରୀ ଜିଲ୍ଲା କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ର ସଭାପତି ଇତି ମଧ୍ୟରେ ଘୋଷଣା କରା ଯାଇଅଛି l ଫୁଲବାଣୀ ଠାରେ ଏହି କିଛି ଦିନ ତଳେ ହୋଇଥିବା ରାଜ୍ୟ ସ୍ଥରୀୟ ସାମ୍ବାଦିକ ସଂଘ ବୈଠକ ରେ ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ର ପୂର୍ବ ବୈଠକ ର ନିଷ୍ପତି ଅନୁଯାୟୀ କାକଟପୁର ବ୍ଲକ ର ସମ୍ବାଦ ପ୍ରତିନିଧି ଅକ୍ଷୟ କୁମାର ରାଉତଙ୍କୁ ସଭାପତି ଭାବେ ଘୋଷଣା କରା ଯାଇଥିଲା l ଫୁଲବାଣୀ ଠାରେ ଆୟୋଜିତ ବୈଠକ ରେ, ପୁରୀ ଜିଲାରୁ ରାଜ୍ୟ ସଂଘ ର ବରିଷ୍ଠ ଉପ ସଭାପତି ଦୁଃଶାସନ ନାୟକ, ସାଧାରଣ ସମ୍ପାଦକ ରାଜ କିଶୋର ସ୍ୱାଇଁ ଙ୍କ ସମେତ ଦଶ ଜଣ ରୁ ଉର୍ଦ୍ଧ ସାମ୍ବାଦିକ ଉପସ୍ଥିତ ଆଲୋଚନା ରେ ଅଂସ ଗ୍ରହଣ କରି ଥିଲେ l
