April 25, 2026

ରାୟଗଡା ଜିଲ୍ଲା ର ବିଭିନ୍ନ ସ୍ଥାନରେ ସର୍ଗୀୟ ସୌମ୍ୟ ଶ୍ରୀ ଙ୍କ ହତ୍ୟା ଘଟଣାରେ ରାୟଗଡା ଯୁବ କଂଗ୍ରେସ ଓ ବିଜେଡି ତରଫରୁ ବନ୍ଦ ଡାକରା ସଫଳ  

IMG-20250718-WA0014
Share

 

ରାୟଗଡା 17 /7 2025 ରାୟଗଡା ଜିଲ୍ଲା କାଶୀପୁର ରେ ମଧ୍ୟ୍ୟ ବନ୍ଦ ପାଳନ ସଫଳ ହୋଇ ଥିଲା କାଶୀପୁର ଯୁବ କଂଗ୍ରେସ ତରଫରୁ ଅଙ୍ଗଦ ନାଏକ ଙ୍କ ନେତୃତ୍ୱରେ ପ୍ରାୟ ଦୁଇଶହ କର୍ମୀ ଯଥା p ଦେବେନ୍ଦ୍ର ରାଓ ଅନିଲ ଜୈନ, ଜୟ ସିଂ ମାଝୀ,ଭୁବନେଶ୍ୱର ମହାନ୍ତି,ବାଳ କୃଷ୍ଣ ବୈଦ୍ୟ,ସୁନାସିଙ୍ଗ ମାଝୀ,ପୂରନ୍ଦର ସିଂ,ରାଜେନ୍ଦ୍ର ନାଇକ, ମିଥୁନ ନାଇକ,ଶଙ୍କର ନାଇକ ଜୟନ୍ତ ବୈଠାରୁ,କାର୍ତିକ ନାଇକ,ଦିପୁ ନାଇକ,କୁନା ପାଢ଼ୀ ନାଏକ, ଙ୍କ ସମେତ ଆଜି ସକାଳ 6 ଘଣ୍ଟା ଠାରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଛକ ଠାରୁ ଶୋଭାଯାତ୍ରା ରେ ବାହାରି ପ୍ରଥମେ ରାୟଗଡା ଯିବା ରାସ୍ତା କୁ ଅବରୋଧ କରିବା ସହ ସ୍ଥାନୀୟ ଆଇ ଫାଡ ଛକ ଠାରେ ରାସ୍ତା ଅବରୋଧ କରିବା ସହ ସମସ୍ତ ଦୋକାନ କୁ ସମ୍ପୂର୍ଣ ବନ୍ଦ କରି ଓଡିଶା ବନ୍ଦ କୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ ସମସ୍ତ ଙ୍କ ସହଯୋଗ ରେ କାଶୀପୁର ରେ ଆଜି ବନ୍ଦ ସଫଳ ହୋଇ ଥିବା କଥା,ଅଙ୍ଗଦ ନାଏକ, ଆମ ଆଗରେ ପ୍ରକାଶ କରିବା ସହ କହିଥିଲେ ଯେ ଏମିତି ଆମେ ଇତିଶ୍ରୀ ବେବିନା ମମିତା ମେହେର ପରି ଙ୍କ ଘଟଣା କୁ ନିନ୍ଦା କରିବା ସହ ପ୍ରତିବାଦ କରଥିଲୁ କିନ୍ତୁ କିଛି ସୁଫଳ ମିଳିନଥିବା କହିବା ସହ ଭବିଷ୍ୟତ ରେ ଏହାର ପୁନରା ବୃତ୍ତି ନ ହେବ କରିବା ସହ କିପରି ବ୍ୟବସ୍ଥା କରାଗଲେ ଆଗାମୀ ଦିନରେ ସମ୍ପୂର୍ଣ ବନ୍ଦ ହେବ ସରକାରଙ୍କ ଉଦେଶ୍ୟ ରେ କହିଥିଲେ ଯେ ସମସ୍ତ ଜିଲାରେ ନିର୍ଯାତନା ସେଲ ଗୋଠନ କରଯାଇ ଅଭିଯୋଗ ଆସିବାର 24ଘଣ୍ଟା ଭିତରେ ସମସ୍ୟା ର ସମାଧାନ କରାଗଲେ ଏଭଳି ସମସ୍ୟା ର ପୁନରାବୃତ୍ତି ହେବ ନାହିଁବୋଲି ମତବ୍ୟକ୍ତ କରିଵା ସହ ନରେନ୍ଦ୍ର ମୋଦି ହାଇ ହାଇ ମୋହନ ମାଝୀ ହାଇ ହାଇ ନାରାବାଜି କରିବାସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ଥାପା ଦାବି କରିଥିଲେ

 

ରାୟଗଡ଼ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ