March 7, 2026
IMG-20250618-WA0136
Share

 

ବୁଗୁଡ଼ା :ତା ୧୮/୦୬/୨୫ : ବୁଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଭିତ୍ତରେ ବିଧବା , ଅବିବାହିତା ମହିଳା ଓ ବୟସ୍କମାନଙ୍କୁ ଭତ୍ତା ସହ ଭିନ୍ନକ୍ଷମଙ୍କୁ ବ୍ୟାଟ୍ରି ଚାଳିତ ଟ୍ରାଇ ସାଇକଲ ବଣ୍ଟନ କରାଯାଇଛି l ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଏ ନେଇ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗୋକୁଳା ନନ୍ଦ ମଳିକ ଯୋଗଦେଇ ୨୫୦ ଜଣକୁ ଭତ୍ତା ଓ ୬ ଜଣକୁ ବ୍ୟାଟ୍ରି ଚାଳିତ ଟ୍ରାଇ ସାଇକଲ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଓଏସଡି ପ୍ରତାପ ଚନ୍ଦ୍ର ପ୍ରଧାନ, ଭାରପ୍ରାପ୍ତ ବିଡ଼ିଓ ଧର୍ମରାଜ ପରିଡା,ଉପାଧକ୍ଷ ମାନସ ପ୍ରଧାନଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ, ବ୍ଲକ କର୍ମଚାରୀ ଓ ହିତାଧିକାରୀ ଉପସ୍ଥିତ ଥିଲେ