March 10, 2026

ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକ ଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତିଳ ତର୍ପଣ, ମାଲ୍ୟାର୍ପଣ ଓ ମେଡ଼ିକାଲ ସଫେଇ

IMG-20230418-WA0008
Share

 

ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଗରାପୁର ସ୍ଥିତ ଗୋବରୀ ନଦୀ କୂଳରେ ତିଳ ତର୍ପଣ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରାଜେଶ ଦାସ, ଟାଉନ ସଭାପତି , ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଲୋହିତ କୁମାର ମହାନ୍ତି, କେନ୍ଦ୍ରାପଡ଼ା ବ୍ଲକ ଉପାଧ୍ୟକ୍ଷ, ସମେତ ସମସ୍ତ ବିଜୁ ଜନତା ଦଳର ନେତୃମଣ୍ଡଳୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରିଥିଲେ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରାଜେଶ ଦାସ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀ ରଞ୍ଜନ ରାଉତ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଲୋହିତ କୁମାର ମହାନ୍ତି, ନଗର ସଭାପତି ଯଯାତି କେଶରୀ ମହାନ୍ତି, ଜିଲ୍ଲା ଯୁବ ସମ୍ପାଦକ ଲେଲିନ କୁମାର ସ୍ବାଇଁ, ମିହିର ଦାସ, ସମେତ ବହୁ ଯୁବ ଛାତ୍ରନେତା ମାନେ ଯୋଗଦାନ କରିଥିଲେ।

*ରିପୋର୍ଟ – ଗୋକୁଳ*