November 15, 2024
Share

*ଖବର ଆଜିର*

*ତାରିଖ ୧୮/୦୩/୨୩, ଶନିବାର*

 

*୧-ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ: ୯୦ ଦିନ ସମୟ ଦେଲା ଡ୍ରାଇଭର ମହାସଂଘ, ଦାବି ପୂରଣ ନହେଲେ ଆହୁରି ଜୋରଦାର ହେବ ଆନ୍ଦୋଳନ।*

 

*୨-୫୦ ହଜାରରେ ବିକ୍ରି ହେବ ରଥ ଚକ। ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ।*

 

*୩-କର୍କଟ ରୋଗୀଙ୍କ ପାଇଁ ଖୁସି ଖବର , କିମ୍‌ସ କ୍ୟାନ୍‌ସର ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‌ ଅଙ୍କୋଲୋଜି କ୍ଲିନିକାଲ୍‌ ସେବା।*

 

*୪-ନୂଆପଡ଼ା:ଆଖି ବୁଜିଲେ ଆତ୍ମାହୁତି ଉଦ୍ୟମ କରିଥିବା ଦିବ୍ୟାଙ୍ଗ, ତହସିଲଦାର ଦେବେନ୍ଦ୍ର ରାଉତ ନିଲମ୍ବିତ।*

 

*୫-ଓଡ଼ିଶା ହୋମଗାର୍ଡଙ୍କ ବେତନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ହୋମ୍‌ଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା ଦେବାକୁ ନିର୍ଦ୍ଦେଶ।*

 

*୬-ଆଜି କଟକରେ କଳାଧନ ସଂକ୍ରାନ୍ତ ଏସ୍‌ଆଇଟି ବୈଠକ ଅନୁଷ୍ଠିତ ହେବ।*

 

*୭-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଇ-ଭେଇକିଲ୍‌ କିଣିବାକୁ ବିନା ସୁଧରେ ଅଗ୍ରୀମ ଋଣ ଦେବେ ସରକାର।*

 

*୮-ରାଜ୍ୟରେ ୪ ଲକ୍ଷରୁ ଅଧିକ ଭିନ୍ନକ୍ଷମ ପେନସନ୍ ପାଉଛନ୍ତି : ମନ୍ତ୍ରୀ ଅଶୋକ ପଣ୍ଡା।*

 

*୯-ଆଗାମୀ ୩ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।*

 

*୧୦-ଅପ୍ରେଲରୁ ଉତ୍‌କେଲା ବିମାନବନ୍ଦରରୁ ଉଡିପାରେ ବିମାନ, ଆରମ୍ଭ ହେଲା ପ୍ରସ୍ତୁତି।*

 

*୧୧-ଜାତୀୟ ହସ୍ତତନ୍ତ ପୁରଷ୍କାର ବିଜେତା ସଞ୍ଜୟ ମେହେର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲେ ୭୫ ହଜାର ଟଙ୍କା।*

 

*୧୨-ଭୁବନେଶ୍ୱର: ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗ, ବିରୋଧୀ- ଶାସକ କଥା କଟାକଟି।*

 

*୧୩-କେନ୍ଦୁଝରର ସୁନାପେଣ୍ଠ ଗାଁ ! ନାଳ ପାଣିରୁ ସୁନା ସଂଗ୍ରହ କରୁଛନ୍ତି ନଦୀ କୂଳିଆ ଲୋକେ।*

 

*୧୪-ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ୨୨ ତାରିଖରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।*

 

*୧୫-ପୁଣି ଲେଉଟିଲାଣି କରୋନା । ଦିନକରେ ପ୍ରାୟ ୮୦୦ ସଂକ୍ରମିତ ଚିହ୍ନଟ, ୬ ରାଜ୍ୟକୁ ଚିଠି ଲେଖି ସତର୍କ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।*

 

*୧୬-ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ । ମିଲିଟାରି ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ୭୦ ହଜାର କୋଟିର ପ୍ୟାକେଜକୁ ପ୍ରତିରକ୍ଷା ବିଭାଗର ମଞ୍ଜୁରୀ।*

 

*୧୭-ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଲା ଭାରତ।*

 

*୧୮-ଭାରତୀୟ ବାୟୁସେନାରେ ଚାକିରି; ଦ୍ୱାଦଶ ପିଲା କରିପାରିବେ ଆବେଦନ।*

 

*୧୯-ମାର୍ଚ୍ଚ ୨୦ରୁ ଦୁଇ ଦିନିଆ ରଷିଆ ଗସ୍ତ କରିବେ ଚୀନ ରାଷ୍ଟ୍ରପତି । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର କରିବେ ସି-ଜିନପିଙ୍ଗ।*

 

. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*