March 7, 2026

ଏକୋଇଶି ଚାଷୀଙ୍କୁ ନ୍ୟାୟ ମିଳିବ କେବେ?

IMG-20260218-WA0048
Share

 

ପୁରୀଜିଲ୍ଲା ସମଙ୍ଗ ଗ୍ରାମପଞ୍ଚାୟତ ର ସିରେଇକୋଣା, ଉତ୍ତରକଣା, ତଳଜଙ୍ଘ ର ଚାଷୀ ଯୁବ କୃଷକ ନେତା ଶିବ ଜେନାଙ୍କ ନେତୃତ୍ୱ ରେ ଗତ ଜାନୁୟାରୀ ୧୨ ତାରିଖରେ ଏକ ଲିଖିତ ଅଭିଯୋଗ ପୁରୀ ଜିଲ୍ଲାପାଳ, ତହସିଲଦାର, WATCO ଅଧିକାରୀ ଙ୍କୁ ଦେବା ସହିତ ଜାନୁୟାରୀ ୨୯ ରେ ଆତ୍ମହୁତି ର ଧମକ ଦେଇଥିଲେ l ଏହି ଧମକ କୁ ଆଖିଆଗରେ ରଖି ଜିଲ୍ଲାପାଳ ଜାନୁୟାରୀ ୨୭ରେ ତହସିଲଦାର ଙ୍କୁ ସୀମା ନିର୍ଧାରଣ ପାଇଁ ପଠାଇଥିଲେ l ଚାଷୀମାନେ ଆତ୍ମହୁତି ରୁ ନିଜକୁ ନିବୃତ ରଖିଥିଲେ l ଆଜି ଚାଷୀମାନେ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିବାପରେ ଜିଲ୍ଲାପାଳ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ