February 22, 2025

ଉମରକୋଟ ର ବରିଷ୍ଠ ନାଗରିକ ଙ୍କ ତୀର୍ଥଯାତ୍ରୀ…….

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ରାଜ୍ୟ ସରକାରଙ୍କ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ରେ ଆଜି ଉମରକୋଟ ପୋର ପରିଷଦ ପକ୍ଷରୁ ୯ ଜଣ ବରିଷ୍ଠ ନାଗରିକ ଆଜି କଲିକତା ଓ ଆସାମ ର କାମାକ୍ଷା ଗସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ପୁରୁଷ ଓ ମହିଳା

୬ ଜଣ ଅଛନ୍ତି। ଏମାନେ ସମସ୍ତେ ପ୍ରଥମେ ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ଜିଲ୍ଲାରୁ ଅନ୍ୟ ତୀର୍ଥ ଯାତ୍ରୀ ଙ୍କ ସହ ମିଶି ଏକ ସ୍ଵତନ୍ତ୍ର ବସ ରେ କଲିକତା ଓ କାମାକ୍ଷା ଅଭିମୁଖେ ବାହାରିବେ। ଏହା ଏକ ସାତ ଦିନିଆ କାର୍ଯ୍ୟକ୍ରମ । ଆଜି ଉମରକୋଟ ପୌର ପରିଷଦ କାର୍ଯ୍ୟାଳୟ ରେ ପୌରଦକ୍ଷା ରାଧା ଭତ୍ରା ଉପସ୍ଥିତ ରହି ସମସ୍ତ ତୀର୍ଥଯାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।