ଆଜି ଅଖିଳ ଭାରତୀୟ ଗୋଁଣ୍ଡୱ୍ବାନା ଗୋଁଣ୍ଡ ମହାସଭା ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ ସଭା ଅନୁଷ୍ଠିତ ……….
ଉମରକୋଟ – ଆଜି ଅଖିଳ ଭାରତୀୟ ଗଣ୍ଡ ୱାନ। ଗଣ୍ଡ ସମାଜ ପକ୍ଷ ରୁ ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଓ 5T ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଙ୍କ ଉଦ୍ଦେଶ୍ୟ ରେ ଓ ପ୍ରଦେଶ ଗୋଁଣ୍ଡ ସମାଜ ପୁରୋଧା ନବରଙ୍ଗପୁର ସାଂସଦ ରମେଶ ମାଝୀ ଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ପାଇଁ ବୁର୍ଜ। ଠାରେ ଏକ ସଭା ଓ ସାମ୍ବାଦିକ ସମ୍ମିଳନୀ ର ଅୟୋଜନ କରାଯାଇଥିଲା।
ନିକଟ ରେ ମୁଖ୍ୟ ମନ୍ତ୍ରୀ ଗଣ୍ଡ ଭବନ ପାଇଁ ଭୁବନେଶ୍ଵର ରେ ଏକ ଭବନ ନିର୍ମାଣ ପାଇଁ ଜମି ଓ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ। ଏଥିପାଇଁ କୃତଜ୍ଞତା ଜ୍ଞାପନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ ରେ
ସନଧର ମାଝୀ ଜିଲ୍ଲା ସଭାପତି ଅଖିଳ ଭାରତୀୟ ଗୋଁଣ୍ଡୱ୍ବାନା ଗୋଁଣ୍ଡ ମହାସଭା ନବରଙ୍ଗପୁର , ଶାନ୍ତି ଲତା ଗୋଁଣ୍ଡ ମହିଳା ଜିଲ୍ଲା ସଭାପତି ଅଖିଳ ଭାରତୀୟ ଗୋଁଣ୍ଡୱ୍ବାନା ଗୋଁଣ୍ଡ ମହାସଭା ନବରଙ୍ଗପୁର,
ବଳରାମ ଗୋଁଣ୍ଡ ବ୍ଲକ ସଭାପତି ଅଖିଳ ଭାରତୀୟ ଗୋଁଣ୍ଡୱ୍ବାନା ଗୋଁଣ୍ଡ ମହାସଭା ଉମରକୋଟ , ପର୍ଶୁରାମ ଗୋଁଣ୍ଡ ସମ୍ପାଦକ ଉମରକୋଟ,ମଣିରାମ ଗୋଁଣ୍ଡ ବ୍ଲକ ସଭାପତି ଗୋଁଣ୍ଡୱ୍ବାନା ବିକାଶ ମଣ୍ଡଳ ରାଇଘର,ଫଗନୁ ରାମ ଗୋଁଣ୍ଡ ସମ୍ପାଦକ ଗୋଁଣ୍ଡୱ୍ବାନା ବିକାଶ ମଣ୍ଡଳ ରାଇଘର ତଥା ସମ୍ପାଦକ ଅଖିଳ ଭାରତୀୟ ଗୋଁଣ୍ଡୱ୍ବାନା ଗୋଁଣ୍ଡ ମହାସଭା ନବରଙ୍ଗପୁର ସମାଜ ର ପ୍ରମୁଖ ଶ୍ରୀଯୁକ୍ତ ସୁକଦେବ ଗୋଁଣ୍ଡ
ଜିଲ୍ଲା ସହ ସମ୍ପାଦକ ହିରା ଲାଲ ମାଝୀ,
ସଭା ରାମ ମାଝୀ, ରତି ରାମ ମାଝୀ, ଚିତ୍ତ ରଞ୍ଜନ ଗୋଁଣ୍ଡ ,ରାଜେଶ ମାଝୀ, ଘାସିରାମ ମାଝୀ ରାମକୃଷ୍ଣ ଗୋଁଣ୍ଡ କପୁର ଗୋଁଣ୍ଡ କମଳ। ଲୋଚନ ଗୋଁଣ୍ଡ ବନମାଳୀ ଗୋଁଣ୍ଡ
ନୀତି ଗୋଁଣ୍ଡ, ଜଗତ ଗୋଁଣ୍ଡ ବିଙ୍ଗୁ ଗୋଁଣ୍ଡ,
ଫୁଲ ଚାନ୍ଦ ଗୋଁଣ୍ଡ, ଜଗତ ଗୋଁଣ୍ଡ, ରାଇଧର ଗୋଁଣ୍ଡ,ଶୁକଲାଲ ଗୋଁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।
(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)