August 19, 2026

ସୁଆଁଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୁରୁମା ମାନଙ୍କର ଛାତ୍ରଛାତ୍ରୀମାନଙ୍କୁ ନେଇ ଗର୍ବ ଓ ଗୌରବ

IMG-20260817-WA0071
Share

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର)ସରକାରୀ ପ୍ରାଥମିକ ବିଦ୍ୟାଳୟ ସୁଆଁଳ ପଞ୍ଚମ ଶ୍ରେଣୀ ଛାତ୍ର ଅମ୍ଳାନ କୁମାର ମଙ୍ଗରାଜ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗନେଇ ଦିତୀୟ ସ୍ଥାନ ଅଧୀକାର କରି ଆମ୍ଭଖୋର୍ଦ୍ଧା ଜିଲ୍ଲାରଜିଲ୍ଲାପାଳ ଅମ୍ରିତ ଋତୁରାଜ ମହୋଦୟଙ୍କ ଠାରୁ ପୁରଷ୍କୃତ ହୋଇଛନ୍ତି ସେ ମଧ୍ଯ ବନସ୍ତରୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଆମ ସ୍ଥାନିୟ ବିଧାୟକ ପ୍ରଦୀପ କୁମାରସାହୁ ମହୋଦୟଙ୍କଠାରୁ ପୁରଷ୍କୃତ ହୋଇଛନ୍ତି ଏବଂ ଛାତ୍ରୀ ଅଙ୍କିତା ମାର୍ଥା ମଧ୍ଯ କୌତୁକ ପୋଷାକରେ ଭାଗନେଇ ବ୍ଲକ ସ୍ତରର ଦ୍ଵିତୀୟ ସ୍ଥାନ ଅଧିକାର କରି ବିଧାୟକ ମହୋଦୟଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ଏଥିପାଇଁ ବିଦ୍ୟାଳୟ ତଥା ଗ୍ରାମର ଖୁସିର ଲୁହରି ଖେଳି ଯାଇଛି ପ୍ରଧାନଶିକ୍ଷୟତ୍ରୀ ପ୍ରଭାତୀ ଦାସସହ ଶିକ୍ଷୟିତ୍ରୀ ରାନୁ ପ୍ରଭା ମଙ୍ଗରାଜ ଓ ସନ୍ଧ୍ୟାରାଣି ପରିଡା ଛାତ୍ରଛାତ୍ରୀମାନଙ୍କୁ ଉତ୍ପାହିତ କରିବା ସହିତ ସାଧୁ ବାଦ ଜଣାଇଛନ୍ତି

You may have missed