ପଞ୍ଚାୟତ ସମିତି କାର୍ଯ୍ୟାଳୟ, କାଶିପୁର ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା..
ଅଦ୍ୟ ତା-୧୬.୦୭.୨୦୨୫ ରିଖ ରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, କାଶିପୁର ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ଜିଲ୍ଲା ଚିକିତ୍ସା ମୁଖ୍ୟ କର୍ଯ୍ୟାଳୟ ରୁ ସବୁ ବିଭାଗ ର specialist ମାନେ ମୋଟ ୩୦୩ ଭିନ୍ନକ୍ଷମ ମାନଙ୍କୁ UDID certificate ପାଇବା ନିମନ୍ତେ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିର ୪ ଜଣ ଭିନ୍ନକ୍ଷମ ମାନଙ୍କୁ wheel chair, ୨ ଜଣ ଙ୍କୁ ଶ୍ରବଣ ଯନ୍ତ୍ର ଓ ଜଣ କୁ walker ପ୍ରଦାନ କରାଗଲା। ଉକ୍ତ ଶିବିର ରେ ବିଜୟ କୁମାର ସଏ,ଗୋଷ୍ଠି ଉନ୍ନୟନ ଅଧିକାରୀ, କାଶିପୁର , ଅଦ୍ୟ ତା-୧୬.୦୭.୨୦୨୫ ରିଖ ରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, କାଶିପୁର ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ଜିଲ୍ଲା ଚିକିତ୍ସା ମୁଖ୍ୟ କର୍ଯ୍ୟାଳୟ ରୁ ସବୁ ବିଭାଗ ର specialist ମାନେ ମୋଟ ୩୦୩ ଭିନ୍ନକ୍ଷମ ମାନଙ୍କୁ UDID certificate ପାଇବା ନିମନ୍ତେ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିର ୪ ଜଣ ଭିନ୍ନକ୍ଷମ ମାନଙ୍କୁ wheel chair, ୨ ଜଣ ଙ୍କୁ ଶ୍ରବଣ ଯନ୍ତ୍ର ଓ ଜଣ କୁ walker ପ୍ରଦାନ କରାଗଲା। ଉକ୍ତ ଶିବିର ରେ ବିଜୟ କୁମାର ସଏ,ଗୋଷ୍ଠି ଉନ୍ନୟନ ଅଧିକାରୀ, କାଶିପୁର , ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଅମରେନ୍ଦ୍ର ନାଥ , ସମ୍ପାଦକ, ରାୟଗଡ଼ା ଭିନ୍ନକ୍ଷମ ମହାସଂଘ , ରାୟଗଡ଼ା ଉପସ୍ଥିତ ଥିଲେ । ରମାକାନ୍ତ କୁମ୍ବ୍ରିକା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, କାଶିପୁର ବ୍ଲକ କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିଲେ । ପୂର୍ଣ୍ଣିମା ମାଝୀ, କନିଷ୍ଠ ସହାୟକ , ଦେବକୀ ଲେଙ୍କା , କାର୍ଯ୍ୟକ୍ରମ ସହାୟକ ଓ ଅନ୍ୟ ବ୍ଲକ କର୍ମଚାରୀ ଏହି ଶିବିର କୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ରାୟଗଡ଼ା ଭିନ୍ନକ୍ଷମ ମହାସଂଘ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ରାୟଗଡ଼ାର ଉପସ୍ଥିତ ଥିଲେ । ରମାକାନ୍ତ କୁମ୍ବ୍ରିକା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, କାଶିପୁର ବ୍ଲକ କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିଲେ । ପୂର୍ଣ୍ଣିମା ମାଝୀ, କନିଷ୍ଠ ସହାୟକ , ଦେବକୀ ଲେଙ୍କା , କାର୍ଯ୍ୟକ୍ରମ ସହାୟକ ଓ ଅନ୍ୟ ବ୍ଲକ କର୍ମଚାରୀ ଏହି ଶିବିର କୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ
