June 18, 2026

ବେଗୁନିଆ ବ୍ଲକ ସ୍ତରୀୟ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଓ କର୍ମଶାଳା

IMG-20260617-WA0014
Share

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର)ବିକାଶର ଧାରା ଓଡିଶା ସରକାରଙ୍କ ଦୁଇ ବର୍ଷ ପୁର୍ତି ଅବସରରେ ବେଗୁନିଆ କୃଷି ବିଭାଗ ତରଫରୁ ବ୍ଳକ ସ୍ତରୀୟ କୃଷକ ସମ୍ବାଦ କର୍ମଶାଳା ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ ହୋଇଯାଇଅଛିଏହି କର୍ମଶାଳାର ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ହୋଇଯାଇଅଛିଏହି କର୍ମଶାଳାରେ ବ୍ଲକ କୃଷିଅଧୀକାରୀ ନାଜ୍ନିନ କୋସର, ସହକାରୀ କୃଷି ଅଧୀକାରୀ ଶୁଭ୍ରନ କୁମାର ରାଉଳ ଅଵସରପ୍ରାପ୍ତ ଏ ଡି ଓ ପ୍ରଦୀପ ସେଠୀ ଓ ବେଗୁନିଆ କୃଷକ ମୋର୍ଚା କୋଡ଼ିନେଟର ଚିତରଞ୍ଜନ ସାହୁ ଉପସ୍ଥିତ ରହି ସବୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ପ୍ରାକୃତିକ କୃଷି ଏବଂ ବିଭାଗର ଗତ ୨ ବର୍ଷରେ କାର୍ଯ୍ୟକାରୀ ହେଇଥିବା ଯୋଜନା ଗୁଡିକୁ ସୁଚାରୂପେ ବୁଝାଇ ମିଟିଂ ଶେଷ କରିଥୀଲେ।

You may have missed