June 26, 2024

ଗୋଶାଳା କରି ମୁଁ ଆତ୍ମଶାନ୍ତି ପାଉଛି କହିଲେ ଜଗନ୍ନାଥ ସ୍ୱାଇଁ ଦାସମହାପାତ୍ର

Share

ଆମ ଚାନେଲ ପ୍ରତିନିଧି ନିୟୁଜ ଅନ୍ୱେଷଣ ରେ ଯାଇଥିବା ବେଳେ ପହଂଚିଥିଲେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦଇତାପତି ଜଗନ୍ନାଥ ସ୍ୱାଇଁ ଦାସମହାପାତ୍ରଙ୍କ ନିକଟରେ l ସେତେବେଳେ ଜଗୁନି ଭାଇ ନିଜ ଗୋଶାଳା ରେ ଥିଲେ l ଆମ ପ୍ରତିନିଧି ଙ୍କୁ କହିଲେ ତିରିଶି ବର୍ଷ ହେଲା ମୋ ଗୋଶାଳା ଚାଲିଛି l ତିରିଶିରୁ ବର୍ତମାନ ଅଢେଇଶହ ଗାଇ ହେଲେଣି l ମୋ ଶିଶ୍ୟ ମାନଙ୍କ ଅନୁଦାନ ରେ ଏ ଗୋଶାଳା ଚାଲିଛି l ମୋତେ ଏହି ଗୋଶାଳା ରୁ ଆତ୍ମଶାନ୍ତି ମିଳେ ବୋଲି କହିଥିଲେ ଜଗୁନି ଭାଇ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ