June 29, 2024
Share

୧-ଭୁବନେଶ୍ବରରେ ନବୀନଙ୍କ ରୋଡ ଶୋ:, କହିଲେ ଜୁଲାଇରୁ ମିଳିବ ମାଗଣା ବିଜୁଳି, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଆଶୀର୍ବାଦ।

୨-ଆହୁରି ୫ ଦିନ କାଳ ବୈଶାଖୀ, ୧୯ରୁ ବଦଳିବ ପାଗ, ଆଭ୍ୟନ୍ତରୀଣ ଜିଲ୍ଲାରେ ହେବ ଗ୍ରୀଷ୍ମ ଲହରି।

୩-ଭୁବନେଶ୍ୱର:ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ କରୁଛି କଂଗ୍ରେସ-ମଲ୍ଲିକାର୍ଜୁନ ଖଡଗେ

୪-ଭୋଟ ହାର ବୃଦ୍ଧି ତିନି ଦଳ ପାଇଁ ଆହ୍ବାନ, ଏଥର ଘମାଘୋଟ ଲଢ଼େଇ।

୫-କେନ୍ଦୁଝର ଗସ୍ତ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା: ଆଦର୍ଶ ଆଚରଣବିଧିର ଅନୁପାଳନ ଉପରେ ଗୁରୁତ୍ୱାରୋପ।

୬-ଭୁବନେଶ୍ୱର: ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ରମାରଞ୍ଜନ ବଳିୟାରସିଂହ।ବିଜେପିରୁ ଇସ୍ତଫା ଦେଲେ ରାଜୁ ଦାସ।

୭-ଖଲ୍ଲିକୋଟ ରାଜନୈତିକ ହିଂସାକାଣ୍ଡ : ଥାନା ପରିସରରେ ୧୪୪ ଧାରା ଲାଗୁ

୮-ଭୋଗରାଇ ମନ୍ଦିରରେ ସିରିଜ ଲୁଟ । ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଠାକୁରଙ୍କ ଆସବାପତ୍ର ଲୁଟ।

୯-ପିପିଲି:ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଡକାୟତି ଘଟଣାରେ ୨ ଗିରଫ, ୫୦ରୁ ଉର୍ଦ୍ଧ ଡକାୟତି ମାମଲାରେ ସଂପୃକ୍ତ।

୧୦-ପୁରୀ:ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ: ଜଣେ ଗୁରୁତର,ଜଣେ ଆହତ

୧୧-ଡଙ୍କାରି କଳାପଥର ମାଇନ୍ସ ଅଘଟଣ: ଫସିଥିବା ଶ୍ରମିକଙ୍କ ଉଦ୍ଧାର ଜାରି, ମାଫିଆଙ୍କ ବିରୋଧରେ ଆକ୍ସନ ଦାବି।

୧୨-ମେ’ ୨୦ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଗଞ୍ଜାମରେ ମୁତୟନ ହେବେ ୨୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ।

୧୩-ବଣାଇରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା।

୧୪-ନୀଳଗିରି:ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ: ୧୫ ଅସୁସ୍ଥ, ୧୦ ଗୁରୁତର।

୧୫-ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ।ଏନବିଡବ୍ଲୁ ଉପରେ ରୋକ ଲଗାଇଲେ ଉଚ୍ଚ ନ୍ୟାୟଳୟ ।

୧୬-ଭୁବନେଶ୍ୱର:ଭୋଟ୍ ପଶାପାଲିରେ ବଡ଼ ମୁଦ୍ଦା ଚିଟ୍‌ଫଣ୍ଡ, ସରକାରକୁ ଆସିଲେ ଦେଢ଼ ବର୍ଷରେ ଟଙ୍କା ଫେରାଇବ ବିଜେପି।

୧୭-୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁରୀରେ ରୋଡ ଶୋ’।

୧୮-ଆଇପିଏଲ:ହାଇଦ୍ରାବାଦ ପାଇଁ ବରଦାନ ସାଜିଲା ବର୍ଷା, ପ୍ଲେ ଅଫ୍‌ରେ ପାଟ୍ କମିନ୍ସଙ୍କ ଦଳ; ବାଦ୍ ପଡ଼ିଲେ ଦୁଇ ଟିମ୍

୧୯-ଇଡିକୁ ଝଟକା – ସ୍ୱତନ୍ତ୍ର କୋର୍ଟ ହସ୍ତକ୍ଷେପ ପରେ ଅଭିଯୁକ୍ତକୁ ଗିରଫ କରିପାରିବନି ଇଡି।

୨୦-ନିର୍ବାଚନ ସଂସ୍କାରକୁ ବିରୋଧ କରି,ଅଶାନ୍ତ ଫ୍ରାନ୍ସ – ଜରୁରୀକାଳୀନ ପରିସ୍ଥିତି ଘୋଷଣା।

୨୧-+୯୨ ନମ୍ବର ଥିବା କଲ୍ କୁ ସାବଧାନ, ସ୍କାମରମାନେ ପାକିସ୍ତାନ ନମ୍ବର ବ୍ଯବହାର କରି ଟଙ୍କା ଲୁଟୁ ଛନ୍ତି।

୨୨-ଡେରାଡୁନ: ତୀର୍ଥ ଯାତ୍ରାରେ ସାମିଲ ଚାରିଧାମ ଯାତ୍ରାରେ ୧୧ ତୀର୍ଥଯାତ୍ରୀ ମୃତ।

୨୩-ଜେଲଫା୍: ଅପହରଣର ୨୬ ବର୍ଷ ପରେ ଯୁବକ ପଡ଼ିଶା ଘରୁ ଉଦ୍ଧାର।