May 11, 2026

ପ୍ରବିତ୍ର ରମଜାନ ମାସରେ ମୁସଲମାନ ଓ ହିନ୍ଦୁ ଭାଇ ମିଶି ଅକ୍ତାଆର ପାଟି

IMG-20260317-WA0038
Share

   ପ୍ରବିତ୍ର ରମଜାନ ମାସରେ ମୁସଲମାନ ଓ ହିନ୍ଦୁ ଭାଇ ମିଶି ଅକ୍ତାଆର ପାଟି, କେନ୍ଦ୍ରାପଡା ଜିଲ୍ଲା ତେଣ୍ଡାକୁଡା ପଞ୍ଚାୟତ ପ୍ରବିତ୍ର ରମଜାନ ମାସରେ ଜାମା ମଜ୍ଜିଦ ମିରମହଲା ରେ ଆଜି ଅକତାର ପାଟି ଆୟୋଜିତ ହେଇଯାଇଛି , ଏହି ପାଟିରେ ମୁଖ୍ୟ ଭୂମିକା ଅଠର ବସ୍ତିର ସର୍ଦାର ସୟଦ ଜମିଲ ଅକ୍ତର ଏବଂ , ତେଣ୍ଡାକୁଡା ପଞ୍ଚାୟତ ର ସରପଞ୍ଚ ମାନସ କୁମାର ରାଉତ, ମିର ସରିଫୁଦିନ ଓ ମହମ୍ମଦ ଏବ ରାର, ମିର ଅକ୍ତର ହୁସେନ,ସେଖ ରିଜୁଆନ ଅଲି,ତନଉର ଭଲ ଇସଲାମ,ଅରସଦୁଲ ହୁସେନ, ଏବଂ ତେଣ୍ଡାକୁଡା ବସ୍ତିର ମୁସଲମାନ ଭାଇମାନେ ମିଶି ଜୁମା ମଜ୍ଜିଦରେ ପହଞ୍ଚି ପ୍ରବିତ୍ର ରମଜାନ ମାସରେ ଓଷା ଖୋଲନ୍ତି, ଏହି ଓଷାରେ ହିନ୍ଦୁ ଭାଇ ଙ୍କୁ ନିମନ୍ତିତ କରିଥାନ୍ତି, ଆଜି ଅକତାର ପାଟିରେ ହିନ୍ଦୁ ଭାଇ ମିଶି ଅକ୍ତାଆର ପାଟି ରେ ବହୁତ ସଂଖ୍ୟାରେ ଯୋଗଦାନ କରିଥିଲେ,ଏହି ପାଟିରେ ମୁଖ୍ୟ ଉଦ୍ଦେଶ୍ୟ ଭାଇଚାରା , ମୁସଲମାନ ଭାଇମାନେ ଏକ ମାସ ଓଷା ରଖିଥାନ୍ତି, ଦିନ ସାରା ଉପବାସ ରହି ସନ୍ଧ୍ୟା ସମୟରେ ଓଷା ଖୋଲନ୍ତି,ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,