July 25, 2026

ଆୟୁଷ ସ୍ନାତକ ମହାବିଦ୍ୟାଳୟରେ ଶତ ପ୍ରତିଶତ ସଫଳତା 

IMG-20260217-WA0031
Share

 

 

ରାମନାଗୁଡ଼ା, ଓଡିଶା ରାଜ୍ୟ ସରକାରଙ୍କ ସ୍ୱୀକୃତ ପ୍ରାପ୍ତ ଅନୁଷ୍ଠାନ ଆୟୁଷ ସ୍ନାତକ ମହାବିଦ୍ୟାଳୟର( CBCS ) +3 ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ତୃତୀୟ ସେମିଷ୍ଟାର ପରୀକ୍ଷା ଫଳାଫଳ ଶତ ପ୍ରତିଶତ result ପ୍ରକାଶ ପାଇଛି।

ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଦ୍ଵାରା ଘୋଷିତ ହୋଇଥିବା ପରୀକ୍ଷା ଫଳାଫଳରେ ସ୍ଥାନୀୟ ଆୟୁଷ ସ୍ନାତକ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ଶତ ପ୍ରତିଶତ ଫଳାଫଳ ହୋଇଛି l ଏହି ପରି ପ୍ରଥମ ସେମିଷ୍ଟାର, ଦ୍ଵିତୀୟ ସେମିଷ୍ଟାର ରେ ମଧ୍ୟ୍ୟ ଶତ ପ୍ରତିଶତ ସଫଳତା ହାସଲ କରିଥିଲେ ଏବଂ ଏହି ପରି ତୃତୀୟ ସେମିଷ୍ଟାର ରେ ଲଗାତାର ଭାବରେ ଶତ ପ୍ରତିଶତ ହାସଲ କରିଥିବାରୁ ଶିକ୍ଷା ଅନୁଷ୍ଠାନ ର ମାନ ବୃଦ୍ଧି ହେବ ସହ ସମସ୍ତେ ଅଭିଭାବକ ତଥା ସ୍ଥାନୀୟ ବାସିନ୍ଦା ଏବଂ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟାପକ ମାନେ ଶୁଭେଚ୍ଛା ଦେବା ସହ ଅଧ୍ୟକ୍ଷ ଓ ଅଧ୍ୟାପିକା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଛଡା ଆୟୁଷ ସ୍ନାତକ ମହାବିଦ୍ୟାଳୟ ଏକ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳିତ ବ୍ଲକ ହୋଇଥିଲେ ସୁଦ୍ଧା ରାମନାଗୁଡ଼ାର ନାମକୁ ସାରା ଜିଲ୍ଲାରେ ଗୌରବ ଆଣିଦେଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ “ପରିଶ୍ରମ ହଁ ସଫଳତାର ଚାବିକାଠି ” କହି ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ସାରା ଜିଲ୍ଲାରେ ଗୌରବ ଆଣିଦେଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ “ପରିଶ୍ରମ ହଁ ସଫଳତାର ଚାବିକାଠି ” କହି ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଙ୍କୁ ଅଭିନନ୍ଦନ ଜଣାଇଥିଲେ।

You may have missed