ବୀଣାପାଣି କ୍ଳବ ଓ ପାଠାଗାର ଠାରେ ୮୦ତମ ସ୍ଵାଧିନତା ଦିବସ ପାଳିତ ହୋଇ ଜାଇ ଅଛି
ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର)୮୦ତମ ସ୍ୱାଧୀନତା ଦିବସ ଅବସର ରେ ବୀଣାପାଣି କ୍ଲବ ଓ ପାଠାଗାର ଅଵସରରେ ଏହାର ମୁଖ୍ୟ ପ୍ରଭାତ କୁମାର ପ୍ରହରାଜ ଉପଦେଷ୍ଟା ଅକ୍ଷୟ କୁମାର ରଥ,ବୀଣାପାଣି କ୍ଳବର ସଭାପତି ବବିତା ରାଣି ଦାସ, ସଂପାଦକ ମାୟାଧର ମାର୍ଥା ସଭ୍ୟଅନ୍ତର୍ଯାମି ସାହୁ,ଅଭିମନ୍ୟୁ ଦାସ, ଲୋକ ନାଥ ଜେନା, ରାମ ଚନ୍ଦ୍ର ସାହୁ, ନିରୋଜକାନ୍ତ ପ୍ରଧାନ,କ୍ଷିରୋଦ କୁମାର ପରିଡା, ପ୍ରସନ୍ନ କୁମାର ସାହୁ, ଗୋକୁଳାନନ୍ଦ ପୃଷ୍ଟି, ଗୋପାଳ ଚନ୍ଦ୍ର ଦାସ, ନାଳନ୍ଦା ପବ୍ଲିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ପୁରୁଜି ଗୁରୁମା,ବୀଣାପାଣୀ ମାର୍କେଟ କମ୍ପ୍ଲେସର ସମସ୍ତ ବ୍ଯବସାୟି ବନ୍ଧୁ ମାନେ ବେଗୁନିଆ ଆଞ୍ଚଲକ ବହୁ ମାନ୍ୟଗନ୍ୟ ବୁଦ୍ଧିଜିବି ଉପସ୍ଥିତ ରହି ପାଳନ କରିଥିଲେ ବୀଣାପାଣୀ କ୍ଳବ ଓ ପାଠାଗାର ତରଫରୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା, ବୁଦ୍ଧିଜିବି ଓ ଆଞ୍ଚଳିକ ବାସି ସମସ୍ତକୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ
