April 19, 2025

ଶ୍ରୀଶ୍ରୀ ତ୍ରିନାଥ ଦେବାୟ ଟ୍ରଭେଲ ଏଜେଣ୍ଟ ସଂଘ ପକ୍ଷରୁ ଷ୍ଟେସନ ନିକଟରେ ପ୍ରସାଦ ବଣ୍ଟନ

Share

 

ପବିତ୍ର ବାହୁଡ଼ାଯାତ୍ରା ଉପଲକ୍ଷେ ପୁରୀ ଷ୍ଟେସନ ସମ୍ମୁଖରେ ଶ୍ରୀଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ସଂଘର ସଭାପତି ଅକ୍ଷୟ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଉପସଭାପତି ଉମାଶଙ୍କର ସାହୁ, ସମ୍ପାଦକ କାହ୍ନୁଚରଣ ଦଳେଇ, ଶଶିକାନ୍ତ ରାଓ, ମଧୁସୂଦନ ପ୍ରଧାନଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟଙ୍କ ପ୍ରଚେଷ୍ଟା ରେ ପାଞ୍ଚ ହଜାରରୁ ଉର୍ଦ୍ଧ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ