March 11, 2026

ନୀଳଗିରି ବିଜେଡ଼ି କୁ ଶକ୍ତ ଝଟକା  ଦଳ ଛାଡିଲେ ଶତାଧିକ ନେତା ଓ କର୍ମୀ…

IMG-20250616-WA0027
Share

 

ନୀଳଗିରି ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳ ତଥା ନୀଳଗିରି ବିଜେଡି କୁ ଲାଗିଲା ଶକ୍ତ ଧକ୍କା। ବିଜେଡି ଦଳ ଛାଡ଼ିଲେ ନୀଳଗିରି ବ୍ଲକ ର ଯୁବ ନେତା ବିନୋଦ ମହାନ୍ତି, ବରିଷ୍ଠ ନେତା କୈଳାସ ମହାନ୍ତି ସହ ଜଡ଼ିଦା ସରପଂଚ ରଞ୍ଜିତା ଦଣ୍ଡପାଟ ସମେତ ବହୁତ ଜଣ ବିଜେଡ଼ି କର୍ମୀ। ସଜନାଗଡ ପଞ୍ଚାୟତରେ ବିଜେପି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଧାୟକ ସନ୍ତୋଷ ଖଟୁଆ ଙ୍କ ଉପସ୍ଥିତି ରେ ବିଜେପିରେ ସମସ୍ତେ ହେଲେ ସାମିଲ।,

ସନ୍ତୋଷ ଖଟୁଆ ଙ୍କ ନେତୃତ୍ୱ ହେଉଛି ଜନନେତା , ଜନତା ଙ୍କ ର‌ ନେତା ସନ୍ତୋଷ ଖଟୁଆ,,

ସନ୍ତୋଷ ଖଟୁଆ ଏମିତି ଏକ ମଣିଷ ସେ ସବୁବେଳେ ସମସ୍ତଙ୍କ ପାଖରେ ଓ ସବୁଠାରୁ ଆଗରେ ,

ସନ୍ତୋଷ ଖଟୁଆ ସବୁବେଳେ ଜନତା ଙ୍କ ସେବାରେ , ସେ ରାଜନୀତି ଠାରୁ ବେଶୀ ସମାଜ ସେବା ,

ଯେ କୌଣସି ଲୋକ ଯେତେବେଳେ ଯେଉଁ ଅସୁବିଧା ଓ ସମସ୍ୟା ନେଇ ସନ୍ତୋଷ ଭାଇ ଙ୍କ ପାଖ ପହଞ୍ଚି ଥାଏ , ସନ୍ତୋଷ ଭାଇ ସଂଗେସଂଗେ ସମସ୍ୟା ର ସମାଧାନ କରନ୍ତି ଓ ଲୋକଙ୍କୁ ସଠିକ୍ ସହାୟତା କରିଥାଆନ୍ତି,

ତାଙ୍କର ଏହି ପରି ସାହାର୍ଯ୍ୟ ଓ ପରୋପକାରୀ ଦେଖି ସମସ୍ତେ ତାଙ୍କ ସହିତ ନୀତି ଓ ଆଦର୍ଶ ରେ ମିଶି ଆଗକୁ ଆଗେଇ ଚାଲିଛନ୍ତି,

ସନ୍ତୋଷ ଭାଇଙ୍କ ର ଏହି ନୀତି ଆଦର୍ଶ ରେ ବିଭିନ୍ନ ଦଳର ନେତା ,, କର୍ମୀ ଓ ସମାଜସେବୀ ମାନେ ସନ୍ତୋଷ ଭାଇ ଙ୍କ ନେତୃତ୍ୱ ରେ ସନ୍ତୋଷ ଭାଇ ଙ୍କ ଦଳରେ ସାମିଲ ହୋଇଛନ୍ତି।।