March 10, 2026

ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ 

IMG-20250616-WA0011
Share

 

ଖୋର୍ଦ୍ଧା ( ଦେବାଶିଷ ଦାଶ )

ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍। ବସ୍‌ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲା। ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତ ହେଲା

କିନ୍ତୁ ବସ୍ କଣ ପାଇଁ ପାଲଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ

ବସ୍ ର ଗତି ଅଧିକ ଥିଲା , କି ଡ଼୍ରାଇଭର ଅନ୍ୟମନସ୍କ ଥିଲା ତାହା ଜଣାପଡିନାହିଁ

ବସ୍‌ରେ ଥିଲେ ୪୦ରୁ ଅଧିକ ଯାତ୍ରୀ ଥିବାର ସୂଚନା ମିଳିଛି