March 10, 2026

ବେଗୁନିଆ ପତିତପାବନ ଯୁବକ ସଂଘ ଆନୁକୁଲ୍ୟରେ ରଜ ମହୋତ୍ସବ ୨୦୨୪।

IMG-20240616-WA0019
Share

 

ବେଗୁନିଆ ପତିତ ପାବନ ଯୁବକ ସଂଘ ତରଫରୁ ରଜ ମହତ୍ସବ ଅନୁଷ୍ଠିତ ହେଉଅଛି ପ୍ରତେକ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ର ମାହୋଲ ଦେଖି ବାକୁ ମିଳିଥାଏ। ରଜଦୋଳି ସହିତ ପାରମ୍ପରିକ ପିଠାପଣା ଓ ଖିଲିପାନର ମଜା ଉଠାଇ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକଅନ୍ତର୍ଗତ ବେଗୁନିଆ ନୂଆସାହି ଜଗନ୍ନାଥ ମନ୍ଦିର ପରିସରରେ କୃଷିଭିତିକ ଗଣପର୍ବ ରଜ ଦୋଲିସହିତ ପାରମ୍ପାରିକ ପିଠାପଣା ଓ ଖିଲ ପାନର ମଜା ଉଠାଇ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ ଏହି ରଜମହତ୍ସବରେ ବେଗୁନିଆ ଗ୍ରାମ ଓ ଆଖ ପାଖ ଗ୍ରାମରୁ ଆସିଥିବା ବାଳକ ବାଳିକା ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଏହି ରଜ ପର୍ବରେ ପିଲାମାନଙ୍କପାଇଁ ବିଭିନ୍ନ ପ୍ରତିଯୋଗିତା ଯଥା ମୁଖ୍ୟତଃ ସାଧାରଣ ଜ୍ଞାନ ପ୍ରତିଯୋଗିତା ସୁନାମଧନ୍ୟ ଭକ୍ତି ଭୂଷଣ ତ୍ରିପାଠିସ୍କୃତି ସଂସଦ ଦ୍ୱାରା କୃତ୍ତି ପ୍ରତିଯୋଗିତା ଙ୍କୁ ପ୍ରାଇଜ ବଣ୍ଟନ କରାଯାଇଥାଏ ଏହି କମିଟିର ସଭାପତି ହିମାଂସୁ ଭୂଷଣ ଦାସ ଉପସଭାପତି ବିଶ୍ରଞ୍ଜନ ଦାସ ସଂପାଦକ ଗଙ୍ଗାଧର ମାର୍ଥା ସହ ସଂପାକବଟକୃଷ୍ଣ ମହାପାତ୍ର ଉପଦେଷ୍ଟା ଦିବାକର ସାହୁ ସହିତ ସନ୍ତୋସକୁମାର ବେହେରା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ ରଜ ମହତ୍ସବ ପାଳନ କରିଥିଲେ ରିପୋଟର ମାନସ ରଞ୍ଜନ କର