March 10, 2026

ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ରଜପର୍ବ ଧୂମଧାମ ର ସହିତ ପାଳନ କରାଯାଇଛି l

IMG-20240616-WA0012
Share

ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ରଜପର୍ବ ଧୂମଧାମ ର ସହିତ ପାଳନ କରାଯାଇଛି
ପୁରୀ ଶରଧାବାଲି ଠାରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ରଜପର୍ବ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ର ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଭାରତୀୟ ଜନତା ପାର୍ଟିର ସଦସ୍ୟ ମଧୁସୂଦନ ସିଂହାରୀ, ଉମାକାନ୍ତ ନାୟକ, ଜୟନ୍ତ କୁମାର ଦାସ ଯୋଗଦେଇ ପ୍ରଥମେ ପିଠା ଖାଇଥିଲେ, ପରେ ରଜପାନ ଶେଷରେ ପିଲାମାନଙ୍କ ସହିତ ଦୋଳି ଖେଳିଥିଲେ l ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ମହିଳା ଯୋଗଦେଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ