May 16, 2025

ଭାରସାମ୍ୟ ହରାଇ ନାରିଙ୍ଗୀ ଘାଟିରେ ବୋଲେରୋ ଦୁର୍ଘଟଣା ଗସ୍ତ, ଡ଼୍ରାଇଭର ଗୁରୁତର ..

Share

ଗଜପତି ଜିଲ୍ଲା ମୋହନା ଥାନା ନାରୀଙ୍ଗୀ ଘାଟିରେ ବୋଲେରୋ ଦୁର୍ଘଟଣା ଗସ୍ତ ହୋଇଛି l ଦୁର୍ଘଟଣାରେ ଡ଼୍ରାଇଭର ଗୁରୁତର ଭାବେ ଆହତ ହୋଇ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଦୁରୁତର ଡ୍ରାଇଭର ଜଣକ ହେଲେ, ଚନ୍ଦ୍ରଗିରି ଗାଁର ଶିବରାମ ବଡ଼କୁମର l ବୋଲେରୋଟି ଚନ୍ଦ୍ରଗିରି ରୁ ମୋହନା ଆଭିମୂଖେ ଯାଉଥିବା ବେଳେ ସାମ୍ନା ପଟୁ ଦୃତ ଗତିରେ ଆସୁଥିବା କାର କୁ ସାଇଡ ଦେବାକୁ ଯାଇ ବୋଲେରୋ ଟି ଭାରସାମ୍ୟ ହାରାଇ ରାସ୍ତା ର ବାମ ପଟେ ଓଲଟି ପଡିଛି l ସ୍ଥାନୀୟ ଲୋଜେ ଗୁରୁତର ଡ଼୍ରାଇଭରକୁ ଉଦ୍ଧାର କରି ମୋହନା ମେଡ଼ିକାଲ ରେ ଭାରି କରିଛନ୍ତି l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l