November 17, 2024

ଅନିୟମିତତା ଅଧିକାରୀ ଙ୍କୁ ପଦ ଉନ୍ନତି

Share

ଅନିୟମିତତା ଅଧିକାରୀ ଙ୍କୁ ପଦ ଉନ୍ନତି

କୋରାପୁଟ ଜିଲ୍ଲା କୋଟପାଡ଼ ବନାଞ୍ଚ ଳ ଅଧିକାରୀ ଙ୍କ କାର୍ଯ୍ୟଳୟ କୁ ଯିବାକୁ ରାସ୍ତା ନାହିଁ ବହୁ ଅନିୟମିତତା ରେ ରହିଥିବା ବନ ବିଭାଗ ଖଣ୍ଡିଏ ପ୍ଲେଟ ଦାୟିତ୍ୱ ଥିବା ଅଧି କାରି ଜଣକ ବାରମ୍ବାର କହିବା ସ୍ୱତ୍ୱେ ଆଜି ପର୍ଯ୍ୟନ୍ତ ପକେଇ ପାରି ନାହାନ୍ତି. ପୂର୍ବରୁ ମାଲଚା ମାଲ. ଚିତ୍ରା ସଂରକ୍ଷିତ ଜଙ୍ଗଲ ର ଲକ୍ଷା ଧିକ ଟଙ୍କାର ଅନିୟମିତତା କୁ ଆଜି ପର୍ଯନ୍ତ ବିଭାଗ ତଦନ୍ତ ଚାଲିଛି କହି ଲିପ୍ତ ଥିବା ଅଧିକାରୀଙ୍କୁ ଏଠାରୁ ବଦଳି କରାଯାଇଛି. ବର୍ତ୍ତମାନ କାର୍ଯ୍ୟଳ ୟ ର ଡ୍ରାଇଭର. ପରା ଷ୍ଟାଫ. ଉର ବାନ ପ୍ଲାନ ଟେସନ ଜଗୁ ଆଳି ଙ୍କ ଭତ୍ତା ଦରମା ଇତ୍ୟାଦି ରେ ବହୁ ଅନିୟମିତତା ର ଅଭିଯାଗ ହୋଇଆସୁଛି କିନ୍ତୁ ଦାଇତ୍ୱ ରେ ଥିବା ବନାଞ୍ଚ ଳ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ସାହୁଙ୍କୁ ପଦ ଉନ୍ନତି ଦେଇ ବଦଳି କରାଯାଇଛି ହେଲେ ଶ୍ରୀ ସାହୁ କେବେ ଠାରୁ କୋଟପାଡ଼ ବନାଞ୍ଚ ଳ ଅଧିକାରୀ ଭାବରେ ରହି କାମ କରି ଆସୁ ଥିଲେ ସେହି ସମୟ ର ସମସ୍ତ ନଥି ପତ୍ର ସହ ହୋଇଥିବା ଅନିୟମିତତା କୁ ଏକ ଉଚ୍ଚ ସ୍ତରୀ ୟ ତଦନ୍ତ କଲେ ସତ୍ୟା ସତ୍ୟ ଲୋକ ଲଚନ କୁ ଆସିପାରିବ ବୋଲି ବୁଦ୍ଧି ଜିଵୀ ମହଲ ରେ ପ୍ରକାଶ ପାଇଛି ସୂଚନା ଅଧିକାର ଆଇନ ମଧ୍ୟରେ ତଥ୍ୟ ଆବେ ଦନ କଲେ ମଧ୍ୟ ଆଜି ପର୍ଯନ୍ତ ଆଞ୍ଚଳି କ ମୁଖ୍ୟ ବନ ସଂରୋକ୍ଷକ କୋରାପୁଟ ପ୍ରଦାନ କରିବାରେ ବିଫଳ ହୋଇଥିବା ଜଣା ଯାଇଛି ରିଲିଭର ଆସିବା ଯା ଏ ରହିବି ଡ୍ରେନ ଉପରେ ସ୍ଲା ବ ତୁରନ୍ତ ପକାହେବ ନୂତନ ଡ୍ରାଇ ଭର ଆସି ସାରିଛି ଉର ବାନ ପ୍ଲାନ ଟେ ସନ ରେ ରକ୍ଷାଣା ବେକ୍ଷଣ ପାଣି ଦିଆ ଚାଲିଛି ଵୋଲି ରେଞ୍ଜର ଶ୍ରୀ ସାହୁ ଗଣ ମଧ୍ୟ ମ କୁ ସୂଚନା ଦେଇ ଥିବା ବେଳେ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ହସ୍ତ କ୍ଷେପ କରି ତଦନ୍ତ କରିବା ପାଇଁ ଜନ ସାଧାରଣ ରେ ଦାବୀ ହେଉଥିବା ଜଣା ଯାଇଛି I
ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I