ଆଜିର ଖବର…
1-ଆଜି ଘୋଷଣା ହେବ ନିର୍ବାଚନ ତାରିଖ,ଅପରାହ୍ଣ ୩ଟାରେ ସାମ୍ବାଦିକ ସମ୍ମିଳନୀ ଯୋଗେ ଇସିଆଇ ତାରିଖ ଘୋଷଣା କରିବେ।
2-୨୪ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ଇସ୍ତାହାର ଘୋଷଣା, ଓଡ଼ିଶାବାସୀଙ୍କ ପାଇଁ ୯ ଗ୍ୟାରେଣ୍ଟି ଓ ୯୦ ସଂକଳ୍ପ।
3-ଶିଶୁ ଭବନଛକରେ ପୋଲିସ -ସମିତି ସଭ୍ୟ ମୁହାଁମୁହିଁ, ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବା ବେଳେ ଉଠାଇ ନେଲା ପୋଲିସ।
4-ମାତ୍ର ୬୦ ମିନିଟ – ଶଙ୍ଖ ଛାଡି ପଦ୍ମ ଧରିଲେ ଓଲିଉଡ଼ ଅଭିନେତା ଅରିନ୍ଦମ ରାୟ ।
5-ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନଙ୍କ ଏମଏସିପି ଏବଂ ପିଏଚଡି ପାଇଁ ସରଳ ହେଲା ନିୟମାବଳୀ।
6-କେନ୍ଦ୍ରୀୟ ଡେପୁଟେସନରେ ଗଲେ IPS ସାରା ଶର୍ମା,CBIରେ DIG ଭାବେ ମିଳିଲା ଦାୟିତ୍ବ।
7-ଆଜି ରାଜ୍ୟ କ୍ୟାବିନେଟ୍,20ରୁ ଉର୍ଦ୍ଧ୍ବ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା।
8-ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ସ୍ବାସ୍ଥ୍ୟବସ୍ଥା ସ୍ଥିର,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ।
9-4ଦିନ କାଳବୈଶାଖୀ ସମ୍ଭାବନା,10ଜିଲ୍ଲାକୁ ସତର୍କ ସୂଚନା ଜାରୀ, ବୌଦ୍ଧରେ ପାରଦ 39.5ଡିଗ୍ରୀ।
10-ବରଗଡ ଚିନିକଳ ଜମି ଇଡକୋକୁ ହସ୍ତାନ୍ତର ହେବ, ଆଗାମୀ ଦିନରେ ନୂତନ ଶିଳ୍ପ ପ୍ରତିଷ୍ଠା କରାଯିବ।
11-ନବମ ଥର ଦୋଷୀ ସାବ୍ୟସ୍ତ ହେଲେ ORHDCର ପୂର୍ବତନ MD ବିନୋଦ କୁମାର,3ବର୍ଷ ସଶ୍ରମ କାରାଦଣ୍ଡାଦେଶ।
12-ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ପୁଲିସର ଅପରାଧ ନିୟନ୍ତ୍ରଣ ପ୍ରସ୍ତୁତି, ଜାରି କଲା ୫୦୦ ଏନବିଡବ୍ଲ୍ୟୁ।
13-ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ,କଡା ସୁରକ୍ଷାରେ ୫୫ଟି କେନ୍ଦ୍ରରେ ଚାଲିଛି ମୂଲ୍ୟାୟନ। ଏପ୍ରିଲ 30ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ।
14-ଧ୍ୟାନ ଦିଅନ୍ତୁ ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ:CTTC ଓ CIPET ଡିପ୍ଲୋମା ପ୍ରବେଶିକା ପରୀକ୍ଷାର କୋଚିଂ ପାଇଁ ଯୋଗାଯୋଗ କରନ୍ତୁ: 9937201957।
15-ଯାଦବ ଭବନ ନିର୍ମାଣ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଓଡ଼ିଶା ଯାଦବ ମହାସଭା।
16-ବନ୍ଧାହେଲେ ନିଲମ୍ବିତ ଜଳେଶ୍ବର ଥାନା ଅଧିକାରୀ ଧନେଶ୍ବର ସାହୁ, ବ୍ରାଉନସୁଗାର ମାଫିଆଙ୍କ ସହ ଥିଲା ଲିଙ୍କ୍।
17-ଆକ୍ସନ ମୋଡରେ ଇଡି: ସିସୋର ମୁଖିଆଙ୍କୁ ଜେରା, ରାଜନେତାଙ୍କ ଛାତି ଧଡ ଧଡ!
18-ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ମନା; ନିୟମ ଉଲ୍ଲଂଘନ କଲେ ୭ ବର୍ଷ ଜେଲ୍।ବନବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ।
19-ପୁଣି ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାମ; ବଡ଼ ପ୍ରସ୍ତର ପିଲାର୍ ସହ ଖଞ୍ଜା ଯାଉଛି ସ୍ବର୍ଣ୍ଣ ଦ୍ବାର।
20-ଆସିଲା ନାଗରିକତା ସଂଶୋଧନ ଆଇନ ମୋବାଇଲ୍ ଆପ୍ – ‘CAA-2019’।
21-ମାଲଦୀପରେ ବଦଳିଲା ଭାରତୀୟ ସୈନିକଙ୍କ ପ୍ରଥମ ବ୍ୟାଚ୍: ବୈଦେଶିକ ମନ୍ତ୍ରାଳୟ।
22-ହାଇତିରେ ସଂଘର୍ଷ, ବୈଦେଶିକ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍।