March 10, 2026
ajiro khabar
Share

 

୧-ତିନି ଦିନିଆ ପଶ୍ଚିମ ବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ,ଆଜି ନିବେଶକଙ୍କ ସହ ହେବ ଆଲୋଚନା।

 

୨-ଭୁବନେଶ୍ୱର:ଆଉ ଦୁଇ ଦିନ ଥରିବ ଓଡିଶା,୧୮ରୁ କମିବ ଶୀତ।

 

୩-ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ, ଧାରା ୧୬୩ ଜାରି।

 

୪-ଏଣିକି ପ୍ରତି ମାସରେ ସଚିବ ଓ ଜିଲ୍ଲାପାଳଙ୍କ ବୈଠକ, ପ୍ରକଳ୍ପ ଉପରେ ହେବ ଆଲୋଚନା

 

୫-ଦେଢ଼ଦିନର ଉପାସ ପରେ ସ୍ୱାଭାବିକ ହେଲା ଶ୍ରୀଲଙ୍ଗରାଜଙ୍କ ନୀତି, ଦୁଇ ନିଯୋଗର ବୟାନ, ବିଭ୍ରାଟ ବାବଦରେ ସବୁ ଜାଣି ବି ଚୁପ୍ ବସିଥିଲା ପ୍ରଶାସନ

 

୬-ବାଲିଚନ୍ଦ୍ରପୁର:ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା, ପୋଡପିଠା ଭୋଗ କରୁଛନ୍ତି ଶ୍ରଦ୍ଧାଳୁ।

 

୭-ବାରଙ୍ଗ:ନକଲି ନମ୍ବର ପ୍ଲେଟ୍‌, ନାହିଁ ବୈଧ କାଗଜପତ୍ର, ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ଟି ବସ୍‌ ଧରିଲା ଆରଟିଓ।ମୋଟ ୧୨ ଲକ୍ଷ ୩୪ ହଜାର ୧୫୭ ଟଙ୍କା ଫାଇନ୍‌ ଲାଗିଛି ।

 

୮-ଭୁବନେଶ୍ୱର:ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର।

 

୯-ଛତିଶଗଡ଼ରେ ୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୧ କୋଟି ୪୫ ଲକ୍ଷ ଟଙ୍କାର ପୁରସ୍କାର।

 

୧୦-ଖୋର୍ଦ୍ଧା:,ଗୁରୁଜଙ୍ଗା ସରକାରୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ; ଶିକ୍ଷକ ଗିରଫ

 

୧୧-ବଲାଙ୍ଗୀର:ବନ୍ଧା ହେବେ କି ନିଶା ମହାରଣା ! ଥାନାରେ ମାମଲା ରୁଜୁ ପରେ ବଢ଼ିଲା ଗିରଫ ସମ୍ଭାବନା।

 

୧୨-ମାଟ୍ରିମୋନୀଆଲ ସାଇଟରୁ ବଡ଼ ଠକେଇ, ନିଜକୁ ଡାକ୍ତର ପରିଚୟ ଦେଇ ଲୁଟି ନେଲେ ୨୨ ଲକ୍ଷ ଟଙ୍କା।

 

୧୩-KIIT ରେ ଚେସ୍‍ ମହାକୁମ୍ଭ ଉଦ୍‍ଯାପିତ, ୨ ଦିନ ଧରି ଚାଲିଥିଲା ଅନ୍ତର୍ଜାତୀୟ ଚେସ୍ ସମ୍ମିଳନୀ।

 

୧୪-କେଉଁଠି ପାଇପ୍ ଅଛି ତ ପାଣି ନାହିଁ, ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ ଏବେ ବେହାଲ ସ୍ଥିତି।

 

୧୫-ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକ ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡ଼ିରୁ ସସ୍ପେଣ୍ଡ।

 

୧୬-ବିଜେଡିରୁ ନିଲମ୍ବିତ ହେବା ପରେ ଆସିଲା ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା; କହିଲେ କାହିଁକି ସସ୍‌ପେଣ୍ଡ ହେଲି ଜାଣିନି

 

୧୭-ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ ଭାଇରାଲ୍।

 

୧୮-ଗୁଜୁରାଟ ଉପକୂଳରୁ ପାକିସ୍ତାନୀ ଡ଼ଙ୍ଗା ଜବତ,ଘଟଣାରେ ୯ ପାକିସ୍ତାନୀ ଅଟକ ।

 

୧୯-ଇରାନରେ ଭୟଙ୍କର ନରସଂହାର, ୨ ଦିନରେ ଗଲାଣି ୧୨ ହଜାର ଲୋକଙ୍କ ଜୀବନ; ପ୍ରିନ୍ସ ରେଜା ପହଲଭିଙ୍କ ଖୁଲାସା।

 

୨୦-ଆଉ ଏକ ତୈଳ ଟ୍ୟାଙ୍କର ଜବତ କଲା ଆମେରିକା, ଟ୍ରମ୍ପ-ମାଚାଡୋ ବୈଠକ ପୂର୍ବରୁ ବଡ଼ କାର୍ଯ୍ୟାନୁଷ୍ଠାନ।