August 31, 2026

ପୁରୀ-ତା୧୫/୧୧- ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ବରିଷ୍ଠ କବି

IMG-20231115-WA0028
Share

ପୁରୀ-ତା୧୫/୧୧- ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ବରିଷ୍ଠ କବି
ଅଜୟ ପ୍ରଧାନଙ୍କ କବିତା ପୁସ୍ତକ “ଚଂଦ୍ରବର୍ଣ୍ଣା”ର ପାଠକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମିହିର ପ୍ରସାଦ ମିଶ୍ର,କବି ଭଗବାନ ଜୟସିଂହ,କବି ଦିଲ୍ଲୀପ କୁମାର ସ୍ବାଇଁ, ଅଧ୍ୟାପିକା ହେନେରିଟା ମିଶ୍ର, ପ୍ରକାଶକ ଓ କବି ବାଦଲ ମହାନ୍ତି ଓ କବି ଅଜୟ ପ୍ରଧାନ ଉପସ୍ଥିତ ଥିଲେ। ଏଥିରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହ ଏକ ମନୋଜ୍ଞ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏକ ସତେଜ ଓ ସବୁଜ ଶିହରଣର ନାମ ‘ଚଂଦ୍ରବର୍ଣ୍ଣା’ ବୋଲି ମତ ପ୍ରକାଶ ପାଇଥିଲା। ଏହି ସଫଳ କାର୍ଯ୍ୟକ୍ରମ ପାଇଁ ବିଭାଗୀୟ ଛାତ୍ରଛାତ୍ରୀ ତଥା ବିଭାଗୀୟ ମୁଖ୍ୟ ଡ.ଦିଲ୍ଲୀପ କୁମାର ସ୍ବାଇଁଙ୍କ ସୁପରିଚାଳନାରେଏହି ଉନ୍ମୋଚନ କାର୍ଯ୍ଯକ୍ରମ
ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

You may have missed