ବନ ବିଭାଗ ଦ୍ଵାରା କୁଟ୍ରା ଉଦ୍ଧାର |

3cc1814d-c042-4ae0-bff0-d055175c7d9d
Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ରମାନଗୁଡା ଓ ମୁକୁନ୍ଦପୁର ବନାଞ୍ଚଳ ନାରଙ୍ଗବାଡ଼ି ଦେଉଳା ଅଞ୍ଚଳ ରୁ ଏକ କୁଟ୍ରା ଉଦ୍ଧାର କରିଛି ବନ ବିଭାଗ । ଉଦ୍ଧାର କୁଟ୍ରା କୁ ବନ ବିଭାଗ କାର୍ଯ୍ୟାଳୟ ରେ ସୁରକ୍ଷିତ ଭାବେ ରଖା ଯାଇଛି । ବନ ବିଭାଗର ଜୟଦେବ ଶବର, ସୋମେଶ୍ୱର ରାଓ, ରଞ୍ଜିତା ଗୌଡ଼, କଦ୍ରକା ଶଙ୍କର, ଟୁକୁନା ପରା ପ୍ରମୁଖ ଉପସ୍ଥିତ ରହି କୁଟ୍ରା ଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

You may have missed