ମହାପ୍ରଭୁଙ୍କ ରଥର ମୁଖ୍ୟ ବାଡ଼ଗ୍ରାହୀ ଜଗୁନି ଭାଇଙ୍କ ହାତରେ ଉଦଘାଟିତ ହେଲା KK ଜୁଏଲାରୀ
ଆଜି ସକାଳୁ ପୁରୀ ମାର୍କେଟ ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ରେ ମହାପ୍ରଭୁଙ୍କ ରଥର ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ଦାସମହାପାତ୍ର ଉଦଘାଟିତ କରିଲେ KK ଜୁଏଲାରୀ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ନିର୍ଦେଶକ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ କିଶୋର କୁମାର ମହାପାତ୍ରଙ୍କ ସହିତ ଗଙ୍ଗାଧର ମହାପାତ୍ର, ଦେବାଂଶୀ ମହାପାତ୍ର ଏବଂ କର୍ମଚାରୀ ଗୌତମ କୁମାର, ମାନସୀ ଓ ପ୍ରିୟା ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
