July 8, 2024

କୋଟପାଡ଼ ଠାରେ ନେତୃତ୍ୱ ବିକାଶ ମିଶନ ବୈଠକ ଅନୁଷ୍ଠିତ

Share

କୋଟପାଡ଼ ଠାରେ ନେତୃତ୍ୱ ବିକାଶ ମିଶନ ବୈଠକ ଅନୁଷ୍ଠିତ

କୋରାପୁଟ ଜ଼ିଲ୍ଲା କୋଟପାଡ଼ କଂଗ୍ରେସ ଭବନ ଠାରେ ନେତୃତ୍ୱ ବିକାଶ ମିଶନ ର ବୈଠକ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକ ରେ ଦଳକୁ କିପରି ଭାବେ ରେ ମଜଭୁତ କରିବା ସହ. ବୂଥ କମିଟି ଗଠନ କରିବା. ଏବଂ ଦଳର ସାଂସଦ ଏବଂ ବିଧାୟକ ଙ୍କୁ ଆଗାମୀ ସାଧାରଣ ନିର୍ବାଚନ ରେ ବିଜୟୀ କରିବା ପାଇଁ ନେତା ମାନେ ପରାମର୍ଶ ପ୍ରଦାନ କରିଥିଲେ. ନେତୃତ୍ୱ ବିକାଶର ଜ଼ିଲ୍ଲା ଅଧକ୍ଷ ତଥା ଜ଼ିଲ୍ଲା କଂଗ୍ରେସ କମିଟି ସଭା ପତି ଶ୍ରୀ ଦୁର୍ଗା ସଙ୍କର ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ସଭାପତି ଶ୍ରୀ ଭୁଜବଳ ମାଝୀ. ପ୍ରେଦେଶ କଂଗ୍ରେସ କମିଟି ସଭ୍ୟ ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ମନୋହର ବିଶୋଇ. ବିରେନ ମୋହନ ପଟ୍ଟନାୟକ. ରାମ ଚନ୍ଦ୍ର ପାଢ଼ୀ. ରାମ ଚଦ୍ର କାଡ଼ାମ. କାଉନ ସିଲର ଟିକୁ ବିଶୋଇ. ବ୍ଲକ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି. ନଗର କଂଗ୍ରେସ କମିଟି ସଭାପତି ଶ୍ରୀ ବାପୁନ ତ୍ରିପାଠୀ. ରୂପକ ତୁରକ. ସୋଲମା ବେଗେମ. ଅଜିତ ବିଶୋଇ. ଟିଙ୍କୁ ଜାନୁ. ଘନ ଶ୍ୟାମ ବିଶଇ.ରାମ ଖିଲ ରମା କାନ୍ତ ବିଶୋଇ ଙ୍କ ସମେତ. ଆଦିବାସୀ ସେଲ ସଭାପତି. ମାଇନୋରିଟ ସେଲ ସଭାପତି ଙ୍କ ସହ ଯୁବ. ଛାତ୍ର ଓ ମହିଳା କଂଗ୍ରେସ ର କର୍ମ କର୍ତ୍ତା ମାନେ ଉପସ୍ଥିତ ଥିବାର ଜଣା ଯାଇଛି.କୋର୍ଡି ନେଟର ଶ୍ରୀ ବୁଲୁ ହୋତା ସଭା ସାଙ୍ଗ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I