March 10, 2026

ସରକାରୀ ପଞ୍ଚପଲ୍ଲିଉଚ୍ଚବିଦ୍ୟାଳୟରେ ୭୯ ତମ ସ୍ୱାଧିନତା ଦିବସ ପାଳିତ

WhatsApp Image 2025-08-15 at 11.33.42 AM
Share

ବୋଲଗଡ ବ୍ଲକ୍ ମାଣିବନ୍ଧ ପଞ୍ଚପଲ୍ଲୀ ଉଚ୍ଚବିଦ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଅଛି ମୁଖ୍ୟ ଅତିଥି ଦ୍ଭାବରେ ସ୍କୁଲର ସଭାପତି ଗୌରି ନାୟକ ଓ ଉପସଭାପତି ଉପାନ୍ତ ଖବରର ପ୍ରତିନିଧିମାନସ ରଞନ କର ଯୋଗଦେଇଥିଲେ ସ୍ୱର୍ଣ୍ଣନା ସାହୁ, ମିତାଲି ଜେନା, ଶୁଭଶ୍ରୀ ବିଶ୍ଵାଳ, ସନ୍ତୋସ କୁମାର ବେହେରା, ସୁମିତ୍ରା ପ୍ରଧାନ, ପ୍ରଦିପ କୁମାର ସେଠୀ, ପ୍ରଭାକର ଵଳବନ୍ତରାୟ, ବିନୋଦବିହାରି ପରମାଣିକ, ଲଲିତାନାଏକ, ଜନ୍ମୟ ମଲ୍ଲିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ସ୍କୁଲର ପ୍ରଧାନଶିକ୍ଷକ ଅମର କୁମାର ବେହେରା ଏହି ମଞ୍ଚକୁ ଶାନ୍ତିଶୃଙ୍ଖଳାରସହିତ ପିଲାମାନଙ୍କୁ ଧରି ପାଳନ କରିଥିଲେ ରିପୋର୍ଟର ମାନସ ରଞନ କର