୭୯ ତମ ସ୍ଵାଧୀନତା ଦିବସ ଅବସରରେ ଅଭିନନ୍ଦନ ବାର୍ତ୍ତା
୭୯ ତମ ସ୍ଵାଧୀନତା ଦିବସ ଅବସରରେ ରାଙ୍କୁଡ଼ା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଏବଂ ସମସ୍ତ ଅଭିଭାବକ ମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ ସମସ୍ତେ ମିଶି ବିଦ୍ୟାଳୟର ସୁନାମ ଓ ଟେକ ରଖିବା।
ଆପଣଙ୍କର ପ୍ରଧାନ ଶିକ୍ଷୟତ୍ରୀ
ଲଳିତା ବଡମୁଣ୍ଡି
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ
ରାଙ୍କୁଡ଼ା, ଗଞ୍ଜାମ
