November 15, 2024
Share

 

 

୧-ରାଜ୍ୟର ଶ୍ରେଷ୍ଠ ମେଡିକାଲ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର।

 

୨-ଭୁବନେଶ୍ୱର: ମହାତ୍ମାଗାନ୍ଧୀ ମାର୍ଗରେ ସୁରକ୍ଷା କଡ଼ାକଡ଼ି, ସକାଳ ୯ଟାରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ।

 

୩-ସେବା ଓ ସାହସିକତାକୁ ସମ୍ମାନ; ଓଡ଼ିଶାର ୧୧ଜଣଙ୍କୁ ମିଳିବ ପୋଲିସ ମେଡାଲ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ।

 

୪-ପାଣ୍ଡିଆନଙ୍କ ନାଁରେ ଏଫଆଇଆର: କ୍ୟାପିଟାଲ ଥାନାରେ ଏତଲା।ର୍ଥ ତୋଷରପାତ, ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ଏତଲା।

 

୫-ରାଜ୍ୟରେ ବ୍ୟାପୁଛି ଡେଙ୍ଗୁ, ଦିନକରେ ୬୨ ଆକ୍ରାନ୍ତ।

 

୬-ବଡ଼ଚଣା ଛକ ନିକଟରେ ଦୁର୍ଘଟଣା, ବସ୍ ଧକ୍କାରେ ସ୍କୁଟି ଆରୋହୀ ମୃତ।

 

୭-ଆଗକୁ ଆସୁଛି ୨ଟି ଲଘୁଚାପ,୩ଦିନ ପ୍ରବଳ ବର୍ଷା ସମ୍ଭାବନା।

 

୮-ପୁରୀ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ କରିବ AI, ମନ୍ଦିର ଭିତରେ ଓ ବାହାରେ ଲାଗିବ ୧୪ଟି କ୍ୟାମେରା।

 

୯-ବିଶ୍ବ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ ପାଠ୍ୟକ୍ରମରେ ସଫଳତା,୮୧ ଜଣ ଛାତ୍ରଛାତ୍ରୀଙ୍କୁ ମିଳିଲା ନିଯୁକ୍ତି ସୁଯୋଗ।

 

୧୦-ନବରଙ୍ଗପୁର ନନ୍ଦାହାଣ୍ଡି ବିଡିଓଙ୍କ ମହାନତା,ସାଲ୍ୟୁଟ୍ ବିଡିଓ ବାବୁ; ଡାଇରିଆରେ ଆକ୍ରାନ୍ତ ଛୋଟ ଶିଶୁକୁ କୋଳରେ ଧରି ନେଲେ ମେଡିକାଲ୍।

 

୧୧-ଭୁବନେଶ୍ୱର ଏୟାର ଫିଲ୍ଡି ଥାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର୍,ପାଖ ପରିବା ଦୋକାନୀ ହେଲା ଗୁରୁତର।

 

୧୨-ଅସୁସ୍ଥ ମୁନିଗୁଡ଼ା ହୋମିଓ ପାଥିକ ହସ୍ପିଟାଲ: ଭଙ୍ଗା ଦଦରା ଘରେ ଚାଲିଛି ୨୩ ବର୍ଷର ଡାକ୍ତରଖାନା।

 

୧୩-ଲମତାପୁଟ୍: ମହଙ୍ଗା ପଡ଼ିଲା ଗଞ୍ଜେଇ ମାଫିଆଙ୍କୁ ଅନୁକମ୍ପା,୭ ପୁଲିସ୍ ନିଲମ୍ବିତ,୨ ଗୃହରକ୍ଷୀ ବହିଷ୍କୃତ।

 

୧୪-ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର; ଓଡ଼ିଶା ଆସିବେ ୫ ମହାବଳ ବାଘ, ୨ ଜିରାଫ ।

 

୧୫-୬ଟି ବ୍ଲକରେ ହେବ ଉପନିର୍ବାଚନ; ୨ ମାସ ପରେ ପୁଣି ମୈଦାନରେ ମୁହାଁମହିଁ ହେବେ BJP-BJD।

 

୧୬-ନୂଆ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ, ଆପତ୍ତି ଉଠାଇଲା ବିଜେଡି; ଜବାବ ରଖିଲା ବିଜେପି।

 

୧୭-ବଲାଙ୍ଗୀର:ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜିଓଲୋଜିଷ୍ଟି ଅସିମ ନାୟକ।

 

୧୮-କଟକ:୨୭ ତାରିଖରୁ ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ,୧୦ ଦଫା ଦାବିରେ କାର୍ଯ୍ୟବନ୍ଦ।

 

୧୯-ଖଲ୍ଲିକୋଟ ଏକକ ୟୁନିଭରସିଟିକୁ ୟୁଜିସି ମାନ୍ୟତା,ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିଲେ କୁଳପତି।

 

୨୦-ନିଳଗିରି:ଗିରଫ ହେଲେ ଡେପୁଟି କଲେକ୍ଟର, OMBADC ପାଣ୍ଠି ହେରଫେର ଅଭିଯୋଗରେ ରେଡ୍‌ କରିଥିଲା ଭିଜିଲାନ୍ସ।

 

୨୧-IRS ଅଧିକାରୀ ରାହୁଲ ନବୀନ ହେବେ ଇଡିର ନୂଆ ନିର୍ଦ୍ଦେଶକ, ୨ ବର୍ଷ ଯାଏଁ ସମ୍ଭାଳିବେ ଦାୟିତ୍ୱ।

 

୨୨-SBI ଓ PNB ସହ କାରବାର ବନ୍ଦ କଲେ କର୍ଣ୍ଣାଟକର କଂଗ୍ରେସ ସରକାର, ସବୁ ପଇସା କାଢି କ୍ଲୋଜ କରୁଛନ୍ତି ଆକାଉଣ୍ଟ।

 

୨୩-ପରମ୍ପରା ଓ ମୂଲ୍ୟବୋଧର ନୂତନ ଅଭିବ୍ୟକ୍ତି ଆମ ସ୍ୱାଧୀନତା – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

 

୨୪-ଭାରତରେ ଲଞ୍ଚ୍ ହେଲା ଗୁଗଲ ପିକ୍ସେଲ ୯ ସିରିଜ୍ ସ୍ମାର୍ଟଫୋନ୍: ଦାମ୍ ପାଖାପାଖି ୨ ଲକ୍ଷ।

 

*🙏 ସୁପ୍ରଭାତ 🙏*

ସ୍ବାଧୀନତା ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ ବି 💐💐💐