July 15, 2026

ବର୍ଷା ରେ ବାଲେଶ୍ବର ଜିଲ୍ଲାର ସ୍ଥିତି ବେହାଲ୍ 

IMG-20260715-WA0001
Share

 

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ଆରାଇ ଙ୍କ ଉପସ୍ଥିତରେ ଘର ବାଡ଼ିରୁ ବର୍ଷା ଜଳ ନିଷ୍କାସନ

 

 

ନୀଳଗିରି ତହସିଲ ସନ୍ତରାଗଡିଆ ରାଜ୍ୱସ ନିରକ୍ଷକଙ୍କ, ଅଧିନସ୍ତ ଶ୍ୟାମସୁନ୍ଦର ପୁର ପଂଚାୟତ ଜୁରିଆପାଟଣା ଗ୍ରାମରେ, ଗଣନାଥ ମଲିକ ଘର ବାଡ଼ିରେ ସାମାନ୍ୟ ଲଘୁଚାପ ଜନିତ ବର୍ଷାରେ ଆଣ୍ଠିଏ ପାଣି,ପୋଡ଼ସୀ ଯଦୁନାଥ ମଲିକ ଙ୍କ ପୁଅ ସୁଦର୍ଶନ ମଲିକ ଦୀର୍ଘ ବର୍ଷରୁ ରହିଥିବା ପାଣିନାଳ ଉପରେ ମାଟି ପକାଇ ପୋତିଦେବାରୁ,ଏ ସମସ୍ୟା ଦେଖାଦେଇଥିଲା, ଗଣନାଥ କହିବା ଅନୁଯାଇ ମାଟି ପକାଇବା ବେଳେ ନାଳ ନ ପୋତିବାକୁ ପୂର୍ବରୁ କହିଥିଲେ, କିନ୍ତୁ ପୋଡ଼ସୀ ସୁଦର୍ଶନ ମଲିକ ଶୁଣି ନଥିଲେ, ତେଣୁ ବାଧ୍ୟ୍ୟ ହୋଇ ଗଣନାଥ ମଲିକ ନୀଳଗିରି ତହସିଲଦାର ଙ୍କୁ ଲିଖିତ ଅଭିଯୋଗ ସହ ନ୍ୟାୟ ପାଇଁ ଗୁହାରି କରିଥିଲେ, ଆଜି ନୀଳଗିରି ତହସିଲଦାର ଙ୍କ ନିର୍ଦେଶରେ,ସନ୍ତରାଗଡିଆ ରାଜ୍ୱସ ନିରୀକ୍ଷଙ୍କ ଅଧିକାରୀ ଘଟଣାସ୍ଥଳେ ପହଂଚି ମାଟି ପକାଇଥିବା ଜାଗାରେ ନାଳ ଖୋଳିବା ପାଇଁ ଗଣନାଥ କୁ କହିବା ଦ୍ୱାର ବର୍ଷାଜଳ ଘରବାଡ଼ି ରୁ ନିଷ୍କାସନ କରାଗଲା,ଏବଂ ଆଗାମୀ ଦିନରେ ଯଦି ପୋଡସି ସୁଦର୍ଶନ ମଲିକ କୋଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିବା କୁ ଉଦ୍ୟମ କରିବାକୁ ଚେଷ୍ଟା କରେ, ଆଇନିଗତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରାଇ ଅଜୟ ନାୟକ ଚେତେଇ ଦେଇଥିଲେ,