March 7, 2026

ବାବେବିରା ହାଇସ୍କୁଲରେ ବନମହୋତ୍ସବ

IMG-20250715-WA0070
Share

 

 

ସୁରେନ୍ଦ୍ର କଠାର(ବରଗଡ)

 

ଆଜି ମଂଗଲବାର ପୂର୍ବାହ୍ନ ସମୟରେ ଅତାବିରା ବ୍ଲକ ଅଧିନ ବାବେବିରା ହାଇସ୍କୁଲରେ ଦିବାକର ପ୍ରଧାନକଂ ସଭାପତିତ୍ବରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ରିପୁନାଥ ସୁନା,ସମ୍ମାନୀତ ଅତିଥି ଭାବେ ପ୍ରକୃତିବନ୍ଦୁ ସୁବାଷ ପ୍ରଧାନ,ନିମାଇଁ ଚରଣ ସାହୁ ପ୍ରମୁଖ ଯୋଗଦେଇ ବନମହୋତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ |କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅମୃତ କୁମାର ବାରିକ ,ସୌମ୍ୟରଂଜନ ନାଏକ ,ଧନ୍ୟବାଦ ଅର୍ପଣ କରିଥିଲେ ବିକାଶ ନାଏକ |ଏହି ଅବସରରେ ହାଇସ୍କୁଲ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା |