October 5, 2024

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ର ସମ୍ପାଦିକା ତନୁଜା ଶତପଥୀ ସମ୍ବର୍ଦ୍ଧିତ 

Share

 

 

ପାରଳାଖେମୁଣ୍ଡି:୧୫/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତଥା ଗଜାପତିର ବେଶ୍ ଜଣାଶୁଣା ବ୍ୟକ୍ତିତ୍ବ ତନୁଜା ଶତପଥୀ କୋଣାର୍କ ଠାରେ ଅନୁଷ୍ଠିତ(୧୪.୦୭.୨୪) ବେଳାଭୁଇଁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ଵତନ୍ତ୍ର ସାହିତ୍ୟ ଆସର *ଚନ୍ଦ୍ରଭାଗାର ଅଶ୍ରୁ* କାର୍ଯ୍ୟକ୍ରମରେ ନୃତ୍ୟ,ଗୀତ,ସାହିତ୍ୟ ସଙ୍ଗଠନ ଏଵଂ ସମାଜ ସେବା କ୍ଷେତ୍ରରେ ଯଥେଷ୍ଟ ଅବଦାନ ପାଇଁ ସମ୍ବର୍ଥିତା ହୋଇଛନ୍ତି। ତେଣୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମାନେ ଶ୍ରୀମତୀ ତନୁଜା ଶତପଥୀଙ୍କୁ ଶୁଭେଛା ଓ ସଦିଚ୍ଛା ଯଣାଇଛନ୍ତି ।