March 10, 2026

ବରିଷ୍ଠ ସାମ୍ବାଦିକଙ୍କୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଦାୟିତ୍ଵ ପ୍ରଦାନ ।

IMG-20230715-WA0004
Share

ବରିଷ୍ଠ ସାମ୍ବାଦିକଙ୍କୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଦାୟିତ୍ଵ ପ୍ରଦାନ ।

କୋରାପୁଟ , ୧୪/୭

କୋରାପୁଟ ଜିଲ୍ଲାରେ ଅଖିଳ ଭାରତୀୟ ଭ୍ରଷ୍ଟାଚାର,ବିରୋଧୀ ସଂଗଠନର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଏକ୍ସପ୍ରେସର ବୋରିଗୁମ୍ମା ପ୍ରତିନିଧି ରବି ଶଙ୍କର ମହାପାତ୍ରଙ୍କୁ ରାଜ୍ୟ କମିଟିର ଅନୁମୋଦନ କ୍ରମେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି ।ଏ କଥା ରାଜ୍ୟ ଆବାହକ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।ଖୁବ୍ ଶୀଘ୍ର ଶ୍ରୀ ମହାପାତ୍ର ବୋରିଗୁମ୍ମା ବ୍ଲକରେ ଭ୍ରଷ୍ଟାଚାର ବିରୁଦ୍ଧରେ ଜନ ଜାଗରଣ ଆରମ୍ଭ କରିବେ ବୋଲି ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।
କୋରାପୁଟରୁ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ,ଉପାନ୍ତ ଓଡ଼ିଶା ।